menu-iconlogo
logo

Chhapan Chhori

logo
Lời Bài Hát
ଆଲୋ-ଲୋ hostel ବାଲି मीठी कटोरी

ତୋ style ଦେଖି ହଉଚି ମୁଁ କଟକ ପୁରୀ

ହେ, ଆଲୋ-ଲୋ hostel ବାଲି मीठी कटोरी

ତୋ style ଦେଖି ହଉଚି ମୁଁ କଟକ ପୁରୀ

ତୁ ଚିପୁଡା ଛେନା, ମୋର୍ ଦିଲଟା ଦିୱାନା

ଆରେ, ମନ କହେ ନେବି ତତେ ଉଡେଇ ଜରି

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

ହଁ, ରବିବାର ଦିନ ଫାଙ୍କା time ଦେଖି

ଗଢିଛି ତତେ ଲୋ ଉପରଵାଲା

ଗୋରୀ ଝିଅ ଯେତେ ତୋ ଆଗେ କୋଇଲା

ଚିକିଣି ଦେହେ ତୋ ଏତେ उजाला

ହଁ, ରବିବାର ଦିନ ଫାଙ୍କା time ଦେଖି

ଗଢିଛି ତତେ ଲୋ ଉପରଵାଲା

ଗୋରୀ ଝିଅ ଯେତେ ତୋ ଆଗେ କୋଇଲା

ଚିକିଣି ଦେହେ ତୋ ଏତେ उजाला

ତୋ ନଜର ଛୁରୀ, ହାଏ, current ପରି

ଆରେ, ଝାଏଁ କିନା ଛାତିରେ ମୋ ଦଉଚି ଚିରି

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

ହଁ, ଯେତେକ ସୁନ୍ଦରୀ ଟିକେ ନଖରୀ ଲୋ

ଆଉ ଟିକେ ବେଶି ଜାଣି ଫୁଲେଇ

ଆଉଁସା ଖାଇଲେ ପୋଷା ମାନିଯିବେ

ନେସି ହେବେ ସତେ pussy ବିଲେଇ

ଆରେ, ଯେତେକ ସୁନ୍ଦରୀ ଟିକେ ନଖରୀ ଲୋ

ଆଉ ଟିକେ ବେଶି ଜାଣି ଫୁଲେଇ

ଆଉଁସା ଖାଇଲେ ପୋଷା ମାନିଯିବେ

ନେସି ହେବେ ସତେ pussy ବିଲେଇ

ଏ ରହ sweet, ତୁ ଯିବୁ ଲୋ ପଟି

ଉଠିଯିବ ଦିନେ ମୋର ଭାଗ୍ୟ lottery

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

(ହାଏ-ହାଏ) ଲୋ छप्पन-छोरी

(ହାଏ-ହାଏ) ମୋର छप्पन-छोरी

(ହାଏ-ହାଏ) ହାଏ छप्पन-छोरी

Chhapan Chhori của Abhijit Majumdar - Lời bài hát & Các bản Cover