menu-iconlogo
huatong
huatong
avatar

Kouthu Sikhilu Emiti Prema

Aseema Pandahuatong
DJ🌹NILUhuatong
Lời Bài Hát
Bản Ghi
KAUTHU SIKHILU EMITI

SUHANI=SO=FAMILY

SM=AUDIO=TRACK=BY

DJ=NILU=START=0:28

M.ମୋ କଥା ଭାବିବା ମୋ ଭଲ ଚାହିବା

ଗୋଟିଏ ବୋଲି ତୋ କାମ

କଉଠୁ ସିଖିଲୁ ଏମିତି ପ୍ରେମ

=======================

F.ମୋ ମନ ବୁଝିବା ମୋ ପ୍ରେମ ସୁଝିବା

ଗୋଟିଏ ବୋଲି ତୋ କାମ

କଉଠୁ ସିଖିଲୁ ଏମିତି ପ୍ରେମ

M.ତତେ ପାଇଁ ଲାଗେ ସତେ

ଚନ୍ଦ୍ରମା ଖସିଚି ହାତେ

F:ହାତ ରଖି ତୋ ହାତେ

ଚାଲୁଥିଲି ପ୍ରେମ ବାଟେ

ଭୂଲି ଯାଏ ଭୁଲି ଯାଏ ଲାଜ ସରମ

M.କୋଉଁଠୁ ସିଖିଲୁ ଏମିତି ପ୍ରେମ

କୋଉଁଠୁ ସିଖିଲୁ ଏମିତି ପ୍ରେମ

F.କୋଉଁଠୁ ସିଖିଲୁ ଏମିତି ପ୍ରେମ

କୋଉଠୁଁ ସିଖିଲୁ ଏମିତି ପ୍ରେମ

SONG//UPLOADED//BY

DJ NILU//SMB//FAMILY

NEXT//LINE=2:00

M.ଖୋଜୁଥିଲି ମନେ ମନେ

ତୋ ପରି ସୁନ୍ଦରୀ ଜଣେ

କହ କେମିତି ଆସିଲୁ ପ୍ରିୟା ମୋ ଜୀବନେ

=======================

F.ହୋ..ହୋ..ଶୁଣିଥିଲି କେବେ ଦିନେ

ପୁଅ ମନ ଝିଅ ଚିନ୍ହେ

ଅଚିହ୍ନା ଥିଲୁ ଚିହ୍ନା ତୁ ହେଲୁ ଆସି ସପନେ

M.ତତେ ଯେବେ ପାଇଗଲି

ବଡ ଲୋକ ହେଇଗଲି

F.ପାଖରେ ତୁ ଅଛୁ ବୋଲି

ପଛକୁ ଚାହିନୀ ବୁଲି

ତୋ ଛୁଆର ଜଳି ଯାଏ ମନ ମହମ

M.କୋଉଁଠୁ ସିଖିଲୁ ଏମିତି ପ୍ରେମ

କୋଉଁଠୁ ସିଖିଲୁ ଏମିତି ପ୍ରେମ

F.କୋଉଁଠୁ ସିଖିଲୁ ଏମିତି ପ୍ରେମ

କୋଉଠୁଁ ସିଖିଲୁ ଏମିତି ପ୍ରେମ

M.ହୋ.... ହୋ.... ହୋ....

F. ଆ.....ଆ....ଆ....

M.ହୋ.... ହୋ.... ହୋ....

F. ଆ.....ଆ....ଆ....

SONG//LYRICS//BY

NIKI//JMTM//FAMILY

NEXT//LINE=3:40

F.ସିନ୍ଥି ଅଛି ଫିକା ଫିକା

ଦେଲେ ତୁ ସିନ୍ଦୁର ରେଖା

ତୋର ମୋର ପ୍ରେମ କାହାଣି ହବରେ ଲେଖା

=========================

M.ହୁଁ..ତୁ ଯେବେ ହେଲୁ ଦେଖା

ମିଶିଗଲା ଭାଗ୍ୟ ରେଖା

ମାମୁଲି ଏଇ ଜୀବନଟା ଲାଗେ ଦାମିକା

F.ତତେ ଯେବେ ଛୁଇ ଦେଲି

ଚଗଲି ମୁଁ ହେଇ ଗଲି

M.ଯେବେ ଠାରୁ ତୋର ହେଲି

ସବୁ ଖୁସି ପାଇଗଲି

ତତେ ପାଇଁ ଧନ୍ୟ ହେଲା ମୋ ଜୀବନ

F.କୋଉଠୁଁ ସିଖିଲୁ ଏମିତି ପ୍ରେମ

କୋଉଠୁଁ ସିଖିଲୁ ଏମିତି ପ୍ରେମ

M.କୋଉଠୁଁ ସିଖିଲୁ ଏମିତି ପ୍ରେମ

କୋଉଠୁଁ ସିଖିଲୁ ଏମିତି ପ୍ରେମ

Nhiều Hơn Từ Aseema Panda

Xem tất cảlogo