ଗାଉଥିବା ନାଚୁଥିବା
Movie-ବଡ଼ ଭାଉଜ
Date_31/12/22
ORS FAMILY
M_ଲାଲା ଲାଲା ଲା............6
ଗାଉଥିବା ନାଚୁଥିବା
ହସୁଥିବା ଆମେ ଚିର
ଗାଉଥିବା........
ଲା ଲା ଲା ଲା.........
ନାଚୁଥିବା ..........
ଲା ଲା ଲା ଲା.........
ହସୁଥିବା ଆମେ ଚିର
ଏଇ ଛୋଟ ଘର ଆକାଶ ରୁ ବଡ....2
ଆମ ଲାଗି ଏକ ମନ୍ଦିର........
ଗାଉଥିବା........
ଲା ଲା ଲା ଲା.........
ନାଚୁଥିବା ..........
ଲା ଲା ଲା ଲା.........
ହସୁଥିବା ଆମେ ଚିର....
M_ମମତା ଭରା ପଣତ ଏଇ
ଦୁଃଖରେ ଦିଏ ସୁଖର ଛାଇ
ଏଠି ଯା ଅଛି କଉଁଠୀ ନାହିଁ
ପାଇଛି ଏଇ ସରଗ ମୁହିଁ
ହୀରା ନିଳା ମୋତି
ଲୋଡା ନାହିଁ କିଛି
ହୀରା ନିଳା ମୋତି
ଲୋଡା ନାହିଁ କିଛି
ଲୋଡା ଟିକେ ତୁମ ଆଦର...
ଗାଉଥିବା........
ଲା ଲା ଲା ଲା.........
ନାଚୁଥିବା ..........
ଲା ଲା ଲା ଲା.........
ହସୁଥିବା ଆମେ ଚିର
ଗାଉଥିବା........
ଲା ଲା ଲା ଲା.........
ନାଚୁଥିବା ..........
ଲା ଲା ଲା ଲା.........
ହସୁଥିବା ଆମେ ଚିର
ନା ରେ ନା.............
F_ଘୁଙ୍ଗୁର ରୁଣୁ ଝୁଣୁ ରୁଣୁ ଝୁଣୁ ବାଜେ....2
ସୁର ହଜା ଯେତେ...........2
ପୁଣି ସୁର ଖୋଜେ............
ଘୁଙ୍ଗୁର ରୁଣୁ ଝୁଣୁ ରୁଣୁ ଝୁଣୁ ବାଜେ....2
ରୁଣୁ ଝୁଣୁ ରୁଣୁ ଝୁଣୁ ବାଜେ....2
M_ଏ ଘରେ ନାହିଁ ରୂପାର ଛାତ
ରତ୍ନ ପଲଙ୍କ ସୁନାର କାନ୍ଥ
F_ ରହନ୍ତି ଏଠି ଦୁଇଟି ଭାଇ
ପ୍ରଣବ କରେ ମୁ ଯାହାକୁ ନେଇ
M_ ସୁଖ ଭରା ଆମ ଏଇ ସଂସାର କୁ....2
ନ ଲାଗୁ କାହାରି ନଜର....
ଗାଉଥିବା........
ଲା ଲା ଲା ଲା.........
ନାଚୁଥିବା ..........
ଲା ଲା ଲା ଲା.........
ହସୁଥିବା ଆମେ ଚିର
F_ଗାଉଥିବା........
ନାଚୁଥିବା ..........
ହସୁଥିବା ଆମେ ଚିର
M_ଏଇ ଛୋଟ ଘର ଆକାଶ ରୁ ବଡ
F_ଏଇ ଛୋଟ ଘର ଆକାଶ ରୁ ବଡ
Both_ଆମ ଲାଗି ଏକ ମନ୍ଦିର........
M_ଗାଉଥିବା........
ଲା ଲା ଲା ଲା.........
M_ନାଚୁଥିବା ..........
ଲା ଲା ଲା ଲା.........
M_ହସୁଥିବା ଆମେ ଚିର
ଲା ଲା ଲା ଲା ଲା.......