menu-iconlogo
huatong
huatong
avatar

[ORIGINAL] Chandara Chandini Pari HQ Track

myself,ashokhuatong
rudypoo21huatong
Lời Bài Hát
Bản Ghi
ଗୀତ - ଚାନ୍ଦର ଚାନ୍ଦିନୀ ପରି

ଫିଲ୍ମ୍ - ସ୍ତ୍ରୀ

ସଙ୍ଗୀତ - ଅମରେନ୍ଦ୍ର ମହାନ୍ତି

1998

=========∆∆∆=========

ଚାନ୍ଦର ଚାନ୍ଦିନୀ ପରି

ଆଇ ଲଭ ୟୁ

ରାଗର ରାଗିଣୀ ପରି

ଆଇ ଲଭ ୟୁ

ତୁମକୁ ଚାହୁଁଚି ମନ

ସବୁ ରାତି ସବୁ ଦିନ

ସବୁ ରାତି ସବୁ ଦିନ

ଆଇ ଲଭ ୟୁ...

ଆଇ ଲଭ ୟୁ...

ଆଇ ଲଭ ୟୁ...

ଫୁଲର ଫଗୁଣ ପରି

ଆଇ ଲଭ ୟୁ

ମେଘର ଶ୍ରାବଣ ପରି

ଆଇ ଲଭ ୟୁ

ତୁମକୁ ଚାହୁଁଛି ମନ

ସବୁ ରାତି ସବୁ ଦିନ

ସବୁ ରାତି ସବୁ ଦିନ

ଆଇ ଲଭ ୟୁ...

ଆଇ ଲଭ ୟୁ...

ଆଇ ଲଭ ୟୁ ॥୧॥

:::music:::

==follow me==

@myself.ashok

====***====

ଭଲ ପାଇବାର ନଈ ହୋଇ

ଚାରି ପାଖେ ତୁମ ଯିବି ବହି

ସେଇ ନଈ ସୁଅରେ ଭାସି ଭାସି

ଦିନ କଟିଯିବ ହସି ହସି

ତୁମେ ମୋର ସପନ

ତୁମେ ମୋର ଜୀବନ

ତୁମକୁ ପିନ୍ଧିଚି ସିନ୍ଦୁର କରି

ଚାନ୍ଦର ଚାନ୍ଦିନୀ ପରି

ଆଇ ଲଭ ୟୁ

ରାଗର ରାଗିଣୀ ପରି

ଆଇ ଲଭ ୟୁ

ତୁମକୁ ଚାହୁଁଚି ମନ

ସବୁ ରାତି ସବୁ ଦିନ

ସବୁ ରାତି ସବୁ ଦିନ

ଆଇ ଲଭ ୟୁ...

ଆଇ ଲଭ ୟୁ...

ଆଇ ଲଭ ୟୁ

(ଝି) ଲାଲାଲା..ଲାଲାଲା.. ଲା.ଲା.ଲା.

(ପୁ) ଲାଲା..ଲାଲା..ଲାଲା.. ଲା.

(ଝି) ଲାଲାଲା..ଲାଲାଲା.. ଲା.ଲା.ଲା.

(ପୁ) ଲାଲା..ଲାଲା..ଲାଲା.. ଲା.

(ପୁ+ଝି) ଲାଲାଲା..ଲାଲାଲା..ଲାଲାଲା..ଲାଲାଲା.. ଲାଲାଲା.ଲାଲାଲା. ॥୨॥

follow our fb page @odiasonglyricz

ତୁମରି ଆଖିକୁ ଚାହିଁ ଚାହିଁ

ନିତି ମୁହଁ ଦେଖୁଥିବି ମୁହିଁ

ତୁମରି ପାଇଁ ତ ଦିନେ ମୋତେ

ବିଧାତା ଗଢ଼ିଚି ନିଜ ହାତେ

ସାଥି ଆମେ ସୁଖର

ସାଥି ଆମେ ଦୁଃଖର

ଆମରି ପ୍ରେମ ତ ଯିବନି ସରି

ଚାନ୍ଦର ଚାନ୍ଦିନୀ ପରି

ଆଇ ଲଭ ୟୁ

ରାଗର ରାଗିଣୀ ପରି

ଆଇ ଲଭ ୟୁ

ତୁମକୁ ଚାହୁଁଚି ମନ

ସବୁ ରାତି ସବୁ ଦିନ

ସବୁ ରାତି ସବୁ ଦିନ

ଆଇ ଲଭ ୟୁ...

ଆଇ ଲଭ ୟୁ...

ଆଇ ଲଭ ୟୁ

ଚାନ୍ଦର ଚାନ୍ଦିନୀ ପରି

ଆଇ ଲଭ ୟୁ

ରାଗର ରାଗିଣୀ ପରି

ଆଇ ଲଭ ୟୁ

ତୁମକୁ ଚାହୁଁଛି ମନ

ସବୁ ରାତି ସବୁ ଦିନ

ସବୁ ରାତି ସବୁ ଦିନ

ଆଇ ଲଭ ୟୁ

ଆଇ ଲଭ ୟୁ

ଆଇ ଲଭ ୟୁ

ଆଇ ଲଭ ୟୁ

ଆଇ ଲଭ ୟୁ

ଆଇ ଲଭ ୟୁ