UPLOADING BY :-
༺ BADAL ༻꧁B.M.C꧂
༺BADAL MUSIC CARE༻
ROOM ID:-470457,
M- oh sily sily girl
ମୋ ହାତ ଧରି ଚାଲ୍
ତୁ ଥିଲେ ପାଖେ ମୋର ମୁଁ ମାଲା ମାଲ୍
ତୋ ପାଇଁ ହାଲ ମୋର ହେଲା ବେହାଲ
ତୋ ପାଇଁ ହାଲ ମୋର ହେଲା ବେହାଲ
F- oh naughty naughty boy
ମୋର ନାହିଁ ପରବାୟ
ତୁ ମୋର hello ଆଉ ମୁଁ ତୋର hyy
ତୋ ପାଇଁ ଦୁନିଆ କୁ କଲି good byy
ତୋ ପାଇଁ ଦୁନିଆ କୁ କଲି good byy
Lyrics Written By:-
༺Anjali༻꧁B.M.C꧂
༺BADAL MUSIC CARE༻
ROOM ID:-470457,
M- ତୋ ଆଖି ଯେବେଠୁ ଚାହିଁଲା
ମୁଁ ହେଲି ସେବେଠୁ ଘାଇଲା
F- ତୁ କଥା କହୁଛୁ ଯେତିକି
ମୁଁ ହୁଏ diwani ସେତିକି
:
M- ମୁଁ ତୋର ରେଶମୀ diary
ତୋ ପାଇଁ ଲେଖିବି shayari
F- ମୋ ମନ ଚଗଲି ଚଗଲି
ତୋ ପାଇଁ ଯାଉଛି ଚହଲି
M- ତୋ ଚେହେରା କମାଲ
ଆମ ଯୋଡି ବି ଧମାଲ୍
ମୋ ପ୍ରେମ ନୁହେଁ ପରା ଜମାରୁ ଭେଜାଲ୍
ତୋ ପାଇଁ ହାଲ ମୋର ହେଲା ବେହାଲ
ତୋ ପାଇଁ ହାଲ ମୋର ହେଲା ବେହାଲ
UPLOADING BY :-
༺ BADAL ༻꧁B.M.C꧂
༺BADAL MUSIC CARE༻
ROOM ID:-470457,
F-ନେ ମୋତେ ମୋ ଠୁ ଚୋରେଇ
ଦେ ତୋର ଆଖିରେ ଲୁଚେଇ
M- ଏ ମୋର ହୃଦୟ ଭିତରେ
ତୁ ଅଛୁ କେବେଠୁ ସତରେ
:
F- ତୁ ମୋତେ ସପନ ଦେଖେଇ
ଦେ କଥା ଯିବୁନି ଭୁଲେଇ
M- ଏ ପ୍ରେମ ଯିବ ନାହିଁ ହାରି
ମୋ ମନ ହବନି କାହାରି
F- ପ୍ରେମ କରେ ଯିଏ ,ଡରେ ନାହିଁ ସିଏ
ଯିଏ ଯାହା କହୁ ପଛେ ଆମର କି ଯାଏ
ତୋ ପାଇଁ ଦୁନିଆଁ କୁ କଲି good byy
ତୋ ପାଇଁ ଦୁନିଆଁ କୁ କଲି good byy
M- ଏ ତୋ ପାଇଁ ହାଲ ମୋର ହେଲା ବେହାଲ
ତୋ ପାଇଁ ହାଲ ମୋର ହେଲା ବେହାଲ
F- ତୋ ପାଇଁ ଦୁନିଆଁ କୁ କଲି good byy
ତୋ ପାଇଁ ଦୁନିଆଁ କୁ କଲି good byy
Lyrics Written By:-
༺Anjali༻꧁B.M.C꧂
༺BADAL MUSIC CARE༻
ROOM ID:-470457 ,