menu-iconlogo
huatong
huatong
odia-bhajan-track-mo-hate-rahithile-gita-bhagabata-odia-bhajan-laxman-mohanty-cover-image

MO HATE RAHITHILE GITA BHAGABATA ODIA BHAJAN LAXMAN MOHANTY

Odia bhajan trackhuatong
LB🎵MUSICAL🎶🎻ଓଡ଼ିଆ🎉huatong
Lời Bài Hát
Bản Ghi
ମୋ ହାତେ ରହିଥିଲେ ଗୀତା ଭାଗବତ...

ମୋ ହାତେ ରହିଥିଲେ ଗୀତା ଭାଗବତ

ମୋତେ ଲାଗେ ଧରିଛି ମୁଁ ପ୍ରଭୁ ତୁମ ହାତ....

ମୋତେ ଲାଗେ ଧରିଛି ମୁଁ ପ୍ରଭୁ ତୁମ ହାତ

ଜଗନ୍ନାଥ ପ୍ରେମୀ

ROOM ID 171653

Time 9.00am

ସକାଳ ସଞ୍ଜରେ ଠାକୁର ଘରେ

ଗୀତା ଭାଗବତ ନୀତି...ପଢ଼େ

✨✨✨✨✨✨✨✨✨✨

ପଢୁଥିବା ବେଳେ ଭାବ ଭକ୍ତିରେ

ତୁମେ ଦିଶିଯାଅ ପୋଥି ଭିତରେ...

ମୁଁ ଆଖି ଲୁହ ଢାଳେ ହୋଇ ପୁଲକିତ...

ମୁଁ ଆଖି ଲୁହ ଢାଳେ ହୋଇ ପୁଲକିତ

ଚଉଡିଗେ ଚହଟଇ ଶ୍ରୀ ଅଙ୍ଗ ସୁଗନ୍ଧ..

ଚଉଡିଗେ ଚହଟଇ ଶ୍ରୀ ଅଙ୍ଗ ସୁଗନ୍ଧ..

Song upload by laxman

Request by ସମସ୍ତ ଜଗନ୍ନାଥ ପ୍ରେମି ଭକ୍ତବୃନ୍ଦ

Room id 171653

ପବିତ୍ର ପୋଥିରେ ତୁମକୁ ମୁଁ ଦେଖି

ପ୍ରଣାମ ଜଣାଏ ମୋ ମନ ପକ୍ଷୀ..

✨✨✨✨✨✨✨✨✨✨

ତୋଳି ନିଅ ଧୀରେ ହସି ମୁରୁକି

ଦିବ୍ୟ ପଞ୍ଜୁରୀ ରେ ଦେବାକୁ ରଖି..

ମୁଁ ଅନୁଭବ କରେ ଅମୃତର ସ୍ଵାଦ..

ମୁଁ ଅନୁଭବ କରେ ଅମୃତର ସ୍ଵାଦ

ମୋତେ ଲାଗେ ଆତ୍ମା ମୋର ବୈକୁଣ୍ଠେ ସ୍ଥିତ..

ମୋତେ ଲାଗେ ଆତ୍ମା ମୋର ବୈକୁଣ୍ଠେ ସ୍ଥିତ

ଚଉଡିଗେ ଚହଟଇ ଶ୍ରୀ ଅଙ୍ଗ ସୁଗନ୍ଧ..

ମୋତେ ଲାଗେ ଧରିଛି ମୁଁ ପ୍ରଭୁ ତୁମ ହାତ...

Nhiều Hơn Từ Odia bhajan track

Xem tất cảlogo

Bạn Có Thể Thích