ତୋର ପୁଚକା-ପୁଚକା ଗାଲ ନି ଲୋ କୁଞ୍ଚକୁଞ୍ଚିଆ ଚୁଟି
ତତେ ଦେଖଲା ଦିନୁ ହାଏ ଲୋ जानू ହଉଛି ଛାଟି-ପିଟି
ତୋର ପୁଚକା ପୁଚକା ଗାଲ ନି ଲୋ କୁଞ୍ଚକୁଞ୍ଚିଆ ଚୁଟି
ତତେ ଦେଖଲା ଦିନୁ ହାଏ ଲୋ जानू ହଉଛି ଛାଟି-ପିଟି
ଆରେ, ତାକ ତଳେ ତଳେ माखन ଖାଇ line ମୋର କଟି
ତୁ ଯେତେ ପଟେଇଲେ ପଟିବି ନାହିଁ, ମୁଁ ବଡ ଲୋକର बेटी
ମୋ ଉଦିଆ ଜହ୍ନ, ମୋ ଗଳା ରତନ
କହ ଦବୁ କି ମନ?
ମନ ଦେଲେ ଧନ କଣ ଦବୁ କାନରେ ମୋ କହି ପକା
ମୋ ରାଣୀ ଲୋ, ମୋ ଟୋପା ଲୋ, ତତେ ଗଢେଇ ଦେବି
Pure ସୁନାର ଝୁମକା
ମୋ ଗେଲୁ ରେ, ମୋ जानू ରେ, ସତେ ଗଢେଇ ଦବୁ
Pure ସୁନାର ଝୁମକା
ଆରେ ମୋର दिल ଚୋର ରାଜା
ଏତେ ଆଉ ଖା′ ନି ମୋ ଭେଜା
ପଛେ ପଛେ ଧାଇଁଲେ ଜାଣିଥା'
ଚଖେଇ ଦେବି ମୁଁ ତତେ ମଜା
ଆଲୋ ମୋର ନାଲି ପାନ ରାଣୀ
ନଖରା ତୁ ଦେଖା ନାହିଁ ମଣି
ଥରେ ଖାଲି ରାଜି ହେଲେ ଧନ
ଜମିଯିବ ଆମ ଏ କାହାଣୀ
ଆରେ କଉଠି ଥିଲୁ, ଭାରି ତୁ ଚାଲୁ ଫୁଟାଣିଆ ରାମା
ତୋର ଲନ୍ଦଫନ୍ଦିଆ କଥା ଶୁଣି ମୁଁ ଫସିବିନି ଜମା
ଆଲୋ କଣ୍ଟା କୁସୁମ, ଦେ ନାହିଁ ଯଖମ
କହ ହବ କି ପ୍ରେମ?
ପ୍ରେମ ହେଲେ ଧନ କଣ ଦବୁ କାନରେ ମୋ କହି ପକା
ମୋ ରାଣୀ ଲୋ, ମୋ ଟୋପା ଲୋ, ତତେ ଗଢେଇ ଦେବି
Pure ସୁନାର ଝୁମକା
ମୋ ଗେଲୁ ରେ, ମୋ जानू ରେ, ସତେ ଗଢେଇ ଦବୁ
Pure ସୁନାର ଝୁମକା
ଉଡି ଉଡି ଗଲା ଶଙ୍ଖ ଚିଲ
ପ୍ରାଣ ଦେଇ ପାଉଛି ଲୋ ଭଲ
କେବେ ତୁ ବୁଝିବୁ କହ जानू
ମୋର ଭଲପାଇବାର ମୂଲ?
ମ-ମ-ମ-ମ ମନ ମୋର ଥିଲା ଗୋଟେ solo
କରିଦେଲୁ ତାକୁ ସଜଫୁଲ
ତୋ ପାଇଁ ମହକେ ବାସେ ଆଜି
ରାତିଦିନ ଖୋଜି ତୋର ଗେଲ
ତୋର ଛୁନ୍ଦରୁ-ମୁନ୍ଦୁରୁ ବୟସକୁ ସୁନ୍ଦରୀ ସୁନ୍ଦରୀ ମୁହଁ
କେବେ ତୁ darling ମୋ ଘରକୁ ଆସିବୁ ଲୋ କହ?
ମୋ ଜୀବର ଧନ, ବସି ଗଣୁଥା ଦିନ
ହବ ଆମ ମିଳନ
ତା′ ପରେ ତତେ କଣ ଦେବି କାନରେ ମୋ କହି ପକା
ମୋ ଗେଲୁରେ, ମୋ जानू ରେ, ମତେ ଗଢେଇ ଦବୁ
Pure ସୁନାର ଝୁମକା
ମୋ ଗେଲୁରେ, ମୋ जानू ରେ, ମତେ ଗଢେଇ ଦବୁ
Pure ସୁନାର ଝୁମକା
ମୋ ରାଣୀ ଲୋ, ମୋ ଟୋପା ଲୋ, ତତେ ଗଢେଇ ଦେବି
Pure ସୁନାର ଝୁମକା