menu-iconlogo
huatong
huatong
avatar

Lekhu Lekhu Lekhideli

Udit Narayan/Nibedita/Odia/Rk musichuatong
mzzellenhuatong
Lời Bài Hát
Bản Ghi
RK MUSIC PRESENCE

ହୃଦୟର କିଛି ଏଣୁତେଣୁ କଥା

କହୁ କହୁ କହି ଦେଲି

ଭଲ ପାଇବାର ରାଜା ରାଣୀ ଗପ

ଲେଖୁ ଲେଖୁ ଲେଖି ଦେଲି

ହାଁ ହାଁ ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

ହୃଦୟର କିଛି ଏଣୁ ତେଣୁ କଥା

ଶୁଣୁ ଶୁଣୁ ଶୁଣିଦେଲି

ହୃଦୟ କାନ୍ଥରେ ଅଢେଇ ଅକ୍ଷର

ଲେଖୁ ଲେଖୁ ଲେଖି ଦେଲି

ହାଁ ହାଁ ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

ପବନ ପରିକି ଛୁଇଁ ଯାଉ ହେଲେ

ପାଖେ ମୁଁ ପାରୁନି ଦେଖି

ନ ଦେଖିଲେ ନାଇଁ ଏତିକିରେ ଖୁସି

ଅଛୁ ମୋର ପାଖାପାଖି

ଅଛୁ ମୋର ପାଖାପାଖି

ହୃଦୟର କିଛି ଗୁଣୁ ଗୁଣୁ ଗୀତ

ଗାଉ ଗାଉ ଗାଇଦେଲି

ଭଲ ପାଇବାର ରାଜା ରାଣୀ ଗପ

ଲେଖୁ ଲେଖୁ ଲେଖି ଦେଲି

ହଁ ହଁ ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

ହେ ଏହେ ହେ ହୋ ଓହୋ ହୋ

କେମିତି ଗପ ଏ ଲେଖିଲେ ସରୁନି

କେତେ କଥା ଅଛି ବାକି

ହୃଦୟ ଲେଖୁଛି ହୃଦୟ ପଢ଼ୁଚି

ହୃଦୟରେ ଲେଖା ଲେଖି

ହୃଦୟରେ ଲେଖା ଲେଖି

ହୃଦୟର ଭାଷା ଏଣୁତେଣୁ ଲେଖା

ପଢୁପଢୁ ପଢି ଦେଲି

ହୃଦୟ କାନ୍ଥରେ ଅଢେଇ ଅକ୍ଷର

ଲେଖୁ ଲେଖୁ ଲେଖି ଦେଲି

ହଁ ହଁ

ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

Track କୁ କରିବାକୁ ଭୁଲନ୍ତୁ ନାହିଁ

Nhiều Hơn Từ Udit Narayan/Nibedita/Odia/Rk music

Xem tất cảlogo

Bạn Có Thể Thích