menu-iconlogo
huatong
huatong
avatar

Tame Salu Ra Sana

Abhijit Majumdarhuatong
dillmandtihuatong
歌词
作品
ତମେ ସାଲୁର ସାନ ଭଉଣୀ ପରି ଦିଶୁଛ

ତମେ ସାବିର ବଡ଼ ଭଉଣୀ ପରି ହସୁଛ

ତମେ ସାଲୁର ସାନ ଭଉଣୀ ପରି ଦିଶୁଛ

ତମେ ସାବିର ବଡ଼ ଭଉଣୀ ପରି ହସୁଛ

ତମେ ମଧୁବାଲାର ଝିଆରୀ

ନା ଅଞ୍ଜନାର ପଡ଼ିଶା?

ଯାହା କୁହ ମସ୍ତ ଲାଗୁଛ

କଣ ଚମକୁଛ!

ତମେ ସାଲୁର ସାନ ଭଉଣୀ ପରି ଦିଶୁଛ

ତମେ ସାବିର ବଡ଼ ଭଉଣୀ ପରି ହସୁଛ

ହୋ-ହୋ-ହୋ-ହୋ, ତମ ଆଖି କହେ ଏବେ ତମେ

ଖୋଜ ଖାଲି ସାଥିତିଏ, ସାଥିଟିଏ

ଘରକରି ରହିବାକୁ ବାଛ

ମନଲାଖି ମନଟିଏ, ମନଟିଏ

ହୋ-ହୋ-ହୋ-ହୋ, ତମ ଆଖି କହେ ଏବେ ତମେ

ଖୋଜ ଖାଲି ସାଥିତିଏ, ସାଥିଟିଏ

ଘରକରି ରହିବାକୁ ବାଛ

ମନଲାଖି ମନଟିଏ, ମନଟିଏ

ତମେ +2 ପଢୁଛ ନା+3 କରୁଛ?

ଯାହା କର ଘାଇଲା କରୁଛ

Party କଣ ଚମକୁଛ!

ତମେ ସାଲୁର ସାନ ଭଉଣୀ ପରି ଦିଶୁଛ

ତମେ ସାବିର ବଡ଼ ଭଉଣୀ ପରି ହସୁଛ, ଆଉ

ହୋ-ହୋ-ହୋ-ହୋ, ସାଲୁ ସାଙ୍ଗେ ଭାବ ଥିଲା ମୋର

ସାବି ସାଙ୍ଗେ ପ୍ରେମଥିଲା, ପ୍ରେମଥିଲା

ତମ ସଙ୍ଗେ ଦେଖାହେଲା ପରେ

ସବୁ ପାଣି ଫାଟିଗଲା, ଫାଟିଗଲା

ହୋ-ହୋ-ହୋ-ହୋ, ସାଲୁ ସାଙ୍ଗେ ଭାବ ଥିଲା ମୋର

ସାବି ସାଙ୍ଗେ ପ୍ରେମଥିଲା, ପ୍ରେମଥିଲା

ତମ ସଙ୍ଗେ ଦେଖାହେଲା ପରେ

ସବୁ ପାଣି ଫାଟିଗଲା, ଫାଟିଗଲା

ତମେ ସାଧା ଖାଉଛ?

ନା ଆଇଁସ ଖାଉଛ?

ବିଦ୍ୟାରାଣ ଚିକ୍କଣ ହେଇଛ

ହୁଁ, କଣ ଚମକୁଛ!

ତମେ ସାଲୁର ସାନ ଭଉଣୀ ପରି ଦିଶୁଛ

ତମେ ସାବିର ବଡ଼ ଭଉଣୀ ପରି ହସୁଛ

ତମେ ସାଲୁର ସାନ ଭଉଣୀ ପରି ଦିଶୁଛ

ତମେ ସାବିର ବଡ଼ ଭଉଣୀ ପରି ହସୁଛ

ତମେ ମଧୁବାଲାର ଝିଆରୀ

ନା ଅଞ୍ଜନାର ପଡ଼ିଶା

ଯାହା କୁହ ମସ୍ତ ଲାଗୁଛ

କଣ ଚମକୁଛ!

更多Abhijit Majumdar热歌

查看全部logo
Tame Salu Ra Sana Abhijit Majumdar - 歌词和翻唱