menu-iconlogo
huatong
huatong
babushaan-mohantyaseema-pandabaidyanath-dash-bhabana-e-nua-premara---from-bidyarana-cover-image

Bhabana E Nua Premara - From "Bidyarana"

Babushaan Mohanty/Aseema Panda/Baidyanath Dashhuatong
neurithuatong
歌词
作品
ହୃଦୟ ଭାରି ଜଣେ ଯାହାକୁ ଥରେ ଜାଣେ

ତାକୁ ନଦେଖି, ନବୁଝି, କାହିଁକି ଭଲପାଏ ରେ?

ମନଟା ଭାରି ଜଣେ, ଯାହାକୁ ଥରେ ଜାଣେ

ତାକୁ ନଦେଖି, ନବୁଝି, କାହିଁକି ଖୋଜୁଥାଏ ରେ?

ପାଗଳ ପାଗଳ, ପ୍ରେମଟା ପାଗଳ

ବଦଳେଇ ଦେଲା ମନର ଭୂଗୋଳ

ଛିଟା ଏ କେଉଁ ଋତୁର?

କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

ତୁ ଜାଣିନୁ ତୋ ପାଇଁ ମୋ ଛାତିରେ ଆଜି ନୂଆ ସ୍ପନ୍ଦନ

ତୁ ଜାଣିନୁ ତୋ ପାଇଁ ମୋ ଛାତିରେ ଆଜି ନୂଆ ସ୍ପନ୍ଦନ

ନିଦ ହଉ କି ହଉ ସପନ ପଲକେ ଆଜି ନୂଆ କମ୍ପନ

ପ୍ରଥମ ପ୍ରେମର ପ୍ରଥମ ଉତ୍ତର

ତୋ ପାଇଁ ମହକେ ଅତର-ଅତର

ଜାଣେନା କାରଣ ତା'ର

କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

କୋଉଠି ଅଛୁ? କେମିତି ଅଛୁ? ଜାଣେନା ତୋର ଘର ଠିକଣା

କୋଉଠି ଅଛୁ? କେମିତି ଅଛୁ? ଜାଣେନା ତୋର ଘର ଠିକଣା

ତୋ ପଦେ କଥା କଲା କୁହୁକ, ହଉହଉ ତୁ ହେଲୁ ଆପଣା

ଦୁଇ ମନେ ଦିନେ ଥିଲା କଟକଣା

ଆପେଆପେ ହେଲା ଭଲ ବୁଝାମଣା

ଇଏ କି ରେଶମୀ-ଡୋର?

କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

ହଁ, କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

ହୋ, କହି ବି କହି ହୁଏନା, ରହି ବି ରହି ହୁଏନା

ଭାବନା ଏ ନୂଆ ପ୍ରେମର

更多Babushaan Mohanty/Aseema Panda/Baidyanath Dash热歌

查看全部logo