menu-iconlogo
huatong
huatong
avatar

Nichhatiya Mana

Babushaan Mohantyhuatong
62151814892huatong
歌词
作品
APRS Music Presents

Prasant Kumar

ମତେ ଦେଖା ଦିଅ କି ତୁମେ

ରତ ରତ ସଞ୍ଜ ବେଳରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

ଯେବେ ସୂରୁଜ ଶୋଇଯାଏ ମସିଣା ପାରି

ଲୁହ ବତୁରା ତକିଆକୁ ଛାତିରେ ଧରି

ଏଇ ମନ ଜାଗି ରହେ ତାରା ଟେ ହେଇ

ନିଜ ସାଥେ ହିଁ ତାର ଭାରି ଲଢେଇ

ମତେ ଦେଖା ଦିଅ କି ତୁମେ

ରତ ରତ ସଞ୍ଜ ବେଳରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

APRS Music Presents

Prasant Kumar

ବୁଲା ଫକିର ହେଇ ମୁଁ ଚାଲେ ପାହାଡ ଛାଇରେ

ମୋ ଝୁଲାମୁଣି କୁ ଭରି ଦେଲ ତୁମେ ଅନିଚ୍ଛା ରେ

ଏ ବିଜୁଳି ଆଲୁଅରେ ନିଜ ମୁହଁ ଖୋଜି ଦେଖ

ଅଣଦେଖା କରିଛ ଯାହାକୁ ସେ ବୋଧେ ତୁମର

ତୁହା କୁ ତୁହା ବର୍ଷା ଲୁହ ହୋଇ ବହେ ରେ

ଅସର ପଡେନି ହେଲେ କାଇଁ କହେ ରେ

ମତେ ଦେଖା ଦିଅ କି ତୁମେ

ରତ ରତ ସଞ୍ଜ ବେଳାରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

APRS Music Presents

Prasant Kumar

ଚାରି କାନ୍ଧ ପାଲିଙ୍କି ରେ ଜୀବନ ପରଦା କରେ

ନିଜ ଏକାକି ପଣରେ ବହୁ ଦୂରେ ଫେରି ଯାଏ

ନାନାବାୟା ଗୀତ ବୋଲି ତାକୁ ମୁଁ କି.. ଯଗାଏ

ଆପଣା ଗାଲକୁ ତା ପାପୁଲି ରେ କାଇଁ ଚୁଆଁଏ

ଅଣ୍ଟିରେ ତୁମ ଖୁଞ୍ଚି ଦେଇ ସ୍ମୃତିର ନିଦ

ସେ କେଉଁ ରାଇଜ ଗଲା ଶୁଭେନି ଡାକ

ମତେ ଦେଖା ଦିଅ କି ତୁମେ

ରତ ରତ ସଞ୍ଜ ବେଳରେ

ତୁମେ ଆଉ କେହି ନୁହେଁ ମୋ

ନିଛାଟିଆ ମନର ଛାଈ

更多Babushaan Mohanty热歌

查看全部logo