menu-iconlogo
huatong
huatong
avatar

Rafta Rafta (Odia song)

Babushan/Divyahuatong
CUTE_CAMINA_SANKAR💔💔huatong
歌词
作品

M- ଉଁ ଉଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ.........

ଆ ଆ ଆ ଆ............

ତୋ ଆଖିର ଲାଜ ଛିଟା ଦେ ପିଏଇଦେ ତୋ ଓଠର ମହୁ ମିଠା ଦେ ପିଏଇଦେ

ସତେ ତୋରି ବିନା ଆଉ ଜିଇଁ ହୁଏନା ଯେମିତି ଶାମୁକା ବିନା ମୁକ୍ତା ମୁକ୍ତା

ତୋ ପ୍ରେମ ନିଶା rafta rafta ଝୁମେଇ ଦିଏ rafta rafta ମୋ ନିଦ ହଜେ rafta rafta ଏ ମନ ଖୋଜେ rafta rafta (୨ଥର)

ଗା ଗା ଗା ଗାମା ରେଗାରେ ରେଗା ଗାମା ରେ ଗା ଗା ଗା ଗାମା ରେଗାରେ ରେଗା ଗାମା ରେ ମାଗା ସାନି ନିଧା

F-ହୋ ମନେ ମନେ ଖୋଜୁଥିଲି ଏମିତି ମଉକା ତୋ ପ୍ରେମର ଦୁନିଆର ସାଜିଲି ମାଶୁକା

ମ-ହୋ ପ୍ରେମଟା ନିଆରା ନିଶା ତୋ ଠାରୁ ଶିଖିଲି ଦିୱାନାର ତାଲିକାରେ ମୋ ନାଁ ଲେଖିଲି

F-ତୁ ପାଖରେ ଥାଇ ଲାଗେ ଏମିତି କାହିଁ ସତେ ଆଗରୁ ଥିଲା ଆମ ରିସ୍ତା ରିସ୍ତା

ତୋ ପ୍ରେମ ନିଶା rafta rafta ଝୁମେଇ ଦିଏ rafta rafta ମୋ ନିଦ ହଜେ rafta rafta ଏ ମନ ଖୋଜେ rafta rafta

M-ତୋ ପ୍ରେମ ନିଶା rafta rafta ଝୁମେଇ ଦିଏ rafta rafta ମୋ ନିଦ ହଜେ rafta rafta ଏ ମନ ଖୋଜେ rafta rafta

F-ହୋ ଓ ଓ ଓ ଓ ଓ

M-ହୋ ଏ କେମିତି ପାଗଳାମି କଲା ମତେ ଆଜି ତୋ ମନର ମଧୁଶାଳା ଠିକଣା ମୋ ହେଲା

F-ପଛରେ ରହିଛି ମତେ ଟାଣିଲୁ ଏମିତି ତୋ ସାଥିରେ ଚାଲିବାକୁ ଚାହେଁ ଦିନରାତି

M-ଆଜି ତୁ ନିଶାରେ କି ମୁଁ ନିଶାରେ ଚାଲିଲେ ସରୁନି ଜମା ରାସ୍ତା ରାସ୍ତା

ତୋ ପ୍ରେମ ନିଶା rafta rafta ଝୁମେଇ ଦିଏ rafta rafta ମୋ ନିଦ ହଜେ rafta rafta ଏ ମନ ଖୋଜେ rafta rafta

BOTH-ତୋ ପ୍ରେମ ନିଶା rafta rafta ଝୁମେଇ ଦିଏ rafta rafta ମୋ ନିଦ ହଜେ rafta rafta ଏ ମନ ଖୋଜେ rafta rafta

更多Babushan/Divya热歌

查看全部logo