menu-iconlogo
huatong
huatong
avatar

To Hata Dhari Chalibi Mu Sathi Sara Jibana

Debesh Pati/Arpita Choudhryhuatong
nettiecmahuatong
歌词
作品
ସାଜିଲୁ ତୁ ଯେବେଠାରୁ ମୋ ଛାତିର ସ୍ପନ୍ଦନ

ବାନ୍ଧିଦେଲୁ ବାନ୍ଧବୀ ତୁ ଆଜୀବନ ବନ୍ଧନ

ସଜେଇଲୁ ଯେବେଠାରୁ ମୋ ଆଖିର ସପନ

ଦିନ ଲାଗେ ଫଗୁଣକୁ ରାତି ଲାଗେ ଶ୍ରାବଣ

ଅଥୟ ଏ ମନ, ଖୋଜୁଛି ତୋ ପ୍ରେମ

ମିଠା ଏ ଦହନ, ମଧୁର ମିଳନ

ତୁ ଥିଲେ ମୋ ସହିତ ବିରାସମ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ହୋ, ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ମନଥିଲା ଶୂନ୍ୟସ୍ଥାନ

ପଡ଼ିଲା ତୋ ପାଦଚିହ୍ନ

ତତେ ପାଇ ସବୁ ଇଛା ହେଲା ପୁରଣ

ହୋ, କେମିତି ଏ ଆକାଶର?

କେମିତି ଏ ସମ୍ମୋହନ?

ପାଇଗଲୁ ଜିଇଁବାର ନୂଆ କାରଣ

କି ରାତି? କି ଦିନ? ଲାଗୁଛି ସମାନ

ଅବୁଝା ଏ ମନ, ଖୋଜୁଛି ତୋ ପ୍ରେମ

ତୋ ବିନା ଏ ଜୀବନ ମୂଲ୍ୟହୀନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ହୋ, ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ମନଥିଲା ମରୁଭୂମି

ମେଘ ହେଇ ଦେଲୁ ଚୁମି

ତୋ ଛୁଆଁ ମିଠାନିଆଁ ସତେ ରେଶମୀ

ଜୀବନଟା ଲାଗେ ଦାମୀ

ବଢ଼ିଯାଏ ପାଗଳାମି

ଜାଣିଶୁଣି ବାଛିନେଲି ତୋ ଗୁଲାମି

ଆଖିରେ ସପନ, ଛାତିରେ କମ୍ପନ

ପାଗଳ ଏ ମନ, ଖୋଯୁଛି ତୋ ପ୍ରେମ

ତୋ ବିନା ଜିଇଁବା ଟା ସ୍ଵାଦହୀନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

ହୋ, ତୋ ହାତଧରି ଚାଲିବି ସାଥୀ ମୁଁ ସାରା ଜୀବନ

更多Debesh Pati/Arpita Choudhry热歌

查看全部logo