menu-iconlogo
huatong
huatong
debesh-pati-mu-gote-chokha-toka-cover-image

Mu Gote Chokha Toka

Debesh Patihuatong
moussaadamahuatong
歌词
作品
ଆଲୋ ମୋର ନାଲି चिड़िया

ଲାଗୁଛୁ ଲୋ ଭାରି ବଢିଆ

ନାଲ Cherry ପାନ-ପୁଡ଼ିଆ

ତୋ ନାଁ, पता ଦେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ଏହେ, ଝିଅ ତୁଲୋ ନାଲି ରାବିଡ଼ି

ବାଜିନାହିଁ ତୋଠେଇ ଖଡ଼ି

ଆଉ କିଏ ନନଉ ଭିଡି

ମୋ partner ହେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

I love you ଥରେ କହିଦେ ଧନ

ଝୁଲେଇଦେବି ତୋ ବେଣୀରେ ଜହ୍ନ

Night-pack ପକେଇଛି ତୋ number ଦେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ଏହେ, ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

Beauty, ହାଏ, ତୁ beauty

ଚାହୁଁଛୁ ଯେବେ ଲେଉଟି

ଛାତିରେ ଏଇ ମୋ ଛାତିରେ

Dumper ଚଢିଯାଏ ଟି

ହଁ, जवानी, ହାଏ, ତୋ जवानी

କାଲି ଆଉ ରହିବନି

ଚାଲିଆ, ନାଚିବା ଚାଲିଆ

ଟିପିଟିପି ବର୍ଷାପାନି

ଶନିବାରିଆ ସକାଳୁ ଆସି ହୁକୁମୁ ନେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ଏହେ, ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ବାୟାଣୀ, ଆଲୋ, ମୋ ବାୟାଣୀ

ଯେବେଠୁ ଦେଖା ହେଲୁଣି

କାନ୍ଥରେ, କାଲିଜା କାନ୍ଥରେ

Photo ହେଇ ଝୁଲିଲୁଣି

ଆଲୋ-ଲୋ-ଲୋ-ଲୋ, ଶର୍ମିଲି, ହାଏ, ମୋ ଶର୍ମିଲି

ଲାଗୁଛୁ ଅନାରକଲି

ଫୁଲେଇ, ନେବି ଲୋ ବୁଲେଇ

ହଁ ଟେ ମାରିଦେ ଖାଲି

ତୋ ବୋଉ କେବେ ମୋ ଶାଶୁ ହବ? date ଦେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ଏହେ, ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

更多Debesh Pati热歌

查看全部logo