ଏଇ ଏବେ-ଏବେ
ପବନଟା perfume-perfume-perfume ବାସୁଛି
ଏଇ ଏବେ-ଏବେ
मौसम monsoon-monsoon-monsoon ଲାଗୁଛି
ଯେତିକି-ଯେତିକି, ଦୂରକୁ ଯାଉଛି
ସେତିକି-ସେତିକି, ପାଖରେ ପାଉଛି
ଏମିତି କାହିଁକି ଲାଗୁଛି?
ମୁଁ ଯାହା feel କରୁଛି
ତୋର କି ସେ feel ହଉଛି? ହୋ
ମୁଁ ଯାହା feel କରୁଛି
ତୋର କି ସେ feel ହଉଛି?
ଛାତିରେ ମୋ heart beat शायरी-शायरी
ରାତିରେ ମୋ dream ସବୁ ଲାଗେ love story
ଆଜିକାଲି ବାଟ ମୋର ସହର सुहाना
ଲାଗୁଛି ମୋ ପାଇଁ ଜଣେ दिल से दीवाना
ଏଇ ଏବେ-ଏବେ
କଥା ସବୁ kishmish-kishmish-kishmish ଲାଗୁଛି
ଏଇ ଏବେ-ଏବେ
ଗୀତ ସବୁ chocolate-choclate-chocolate ଲାଗୁଛି
ଯେତିକି-ଯେତିକି ଭୁଲି ମୁଁ ଯାଉଛି
ସେତିକି-ସେତିକି ମନେ ମୋ ପଡୁଛି
କେହି ଜଣେ ଭଲ ଲାଗୁଛି
ମୁଁ ଯାହା feel କରୁଛି
ତୋର କି ସେ feel ହଉଛି? ହୋ
ମୁଁ ଯାହା feel କରୁଛି
ତୋର କି ସେ feel ହଉଛି?
ଟିକେ-ଟିକେ, ଟିକେ-ଟିକେ
ଟିକେ-ଟିକେ, ଟିକେ-ଟିକେ
ଟିକେ-ଟିକେ, ଟିକେ-ଟିକେ
ତୁ ମୋ life ରେ one and only
ତୁ ଛୁଇଁଲେ ଲାଗେ ସବୁ lovely-lovely
ତୋ ଲାଗି ଆଜିକାଲି ନୂଆ-ନୂଆ feeling
ତୋ ବିନା ପୁଣି ସବୁକିଛି missing-missing
ଏଇ ଏବେ-ଏବେ
ସକାଳଟା flower-flower-flower ଲାଗୁଛି
ଏଇ ଏବେ-ଏବେ
ଆକାଶଟା colour-colour-colour ଦିଶୁଛି
ଯେତିକି-ଯେତିକି ତତେ ମୁଁ ପାଉଛି
ସେତିକି-ସେତିକି ହଜି ମୁଁ ଯାଉଛି
ତୋ love ମତେ help କରୁଛି
ମୁଁ ଯାହା feel କରୁଛି
ତୋର କି ସେ feel ହଉଛି? ହୋ
ମୁଁ ଯାହା feel କରୁଛି
ତୋର କି ସେ feel ହଉଛି?