menu-iconlogo
huatong
huatong
namita-agrawal-baje-bainsi-nache-ghungura-cover-image

BAJE BAINSI NACHE GHUNGURA

Namita Agrawalhuatong
odellsmobilegroominghuatong
歌词
作品
ଆ ଆ ଆ... ଆ ଆ ଆ ଆ ଆ ଆ ଆ

ବାଜେ ବଇଁଶୀ ନାଚେ ଘୁଙ୍ଗୁର

ଏଇ ମିଳନ ଯୁଗ ଯୁଗର

ମଧୁର ମଧୁର ବଇଁଶୀ ର ସୂର

ପାଦରେ ଅଧିର ଘୁଙ୍ଗୁର ମୋର

ପାଦରେ ଅଧିର ଘୁଙ୍ଗୁର ମୋର

ବାଜେ ବଇଁଶୀ ନାଚେ ଘୁଙ୍ଗୁର

ଏଇ ମିଳନ ଯୁଗ ଯୁଗର

ମଧୁର ମଧୁର ବଇଁଶୀ ର ସୂର

ପାଦରେ ଅଧିର ଘୁଙ୍ଗୁର ମୋର

ପାଦରେ ଅଧିର ଘୁଙ୍ଗୁର ମୋର

କାହ୍ନୁର ବଇଁଶୀ ବାଜିଲେ କାନେ

ଗୋପୀ ଧାଉଁଥିଲେ ତମାଳ ବନେ

ନାଚୁଥିଲା ନୀଳ ଯମୁନା ପାଣି

ଚାହିଁ ରହୁଥିଲେ ବନ ହରିଣୀ

କାହ୍ନୁର ବଇଁଶୀ ବାଜିଲେ କାନେ

ଗୋପୀ ଧାଉଁଥିଲେ ତମାଳ ବନେ

ନାଚୁଥିଲା ନୀଳ ଯମୁନା ପାଣି

ଚାହିଁ ରହୁଥିଲେ ବନ ହରିଣୀ

ବଇଁଶୀ ସୂର ଜୀବନ ମୋର

ବଇଁଶୀ ସୂର ଜୀବନ ମୋର

ଶୁଣି ତା ବଇଁଶୀ ସୂର ତୋହର

ମୋ ଦେହେ ବୋଲିଛି ରଙ୍ଗ ଅଭୀର

ମୋ ଦେହେ ବୋଲିଛି ରଙ୍ଗ ଅଭୀର

ବଇଁଶୀ କିଏସେ ଗଢିଲା ତତେ

ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ

ତ ସୂରରେ ଅଛି କେତେ କୁହୁକ

ପଥର ଦେହରେ ଖେଳେ ଚମକ

ବଇଁଶୀ କିଏସେ ଗଢିଲା ତତେ

ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ

ତ ସୂରରେ ଅଛି କେତେ କୁହୁକ

ପଥର ଦେହରେ ଖେଳେ ଚମକ

ଶୁଣିଲେ ସୂର ନାଚେ ଘୁଙ୍ଗୁର

ଶୁଣିଲେ ସୂର ନାଚେ ଘୁଙ୍ଗୁର

ଆଖିରେ ମାଖି ମୁଁ କଜଳଗାର

ନାଚେ ପାଦେ ବୋଳି ଅଳତା ଧାର

ନାଚେ ପାଦେ ବୋଳି ଅଳତା ଧାର

ବାଜେ ବଇଁଶୀ ନାଚେ ଘୁଙ୍ଗୁର

ଏଇ ମିଳନ ଯୁଗ ଯୁଗର

更多Namita Agrawal热歌

查看全部logo