ସକାଳ ପ୍ରଣାମ ଘେନ ହେ ଚକାନୟନ 
ସକାଳ ପ୍ରଣାମ ଘେନ ହେ ଚକାନୟନ 
ସକାଳ ପ୍ରଣାମ ଘେନ ହେ ଚକାନୟନ 
ତୁମ କରୁଣା ରୁ ସରୁ ବାକି ଯେତେ ଦିନ 
ତୁମ କରୁଣା ରୁ ସରୁ ବାକି ଯେତେ ଦିନ 
ମୁଁ ଯେ ତୁମ ଦାନ ପୁଣି ବିସର୍ଜନ 
ତୁମେ ପୁଣ୍ଯ ପୂଜା ସଦା ଆବାହନ 
ତୁମ ପାଇଁ ଏ ଜୀବନ ହେଇଚି ଧନ୍ଯ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ... 
Song request by  ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ବୃନ୍ଦ 
? ?JAGANNATH ? PREMI ? ? 
Room id 171653 
Time 9.00am 
ତୁମେ ଶୂନ୍ୟ ପୋଖରୀର କଇଁ 
ତୋଳିବାକୁ ହାତ ମୋର କାହିଁ 
ମୋ ଜୀବନ ମରୁଭୂଇଁ ପକ୍ଷୀ 
ଖୋଜେ ଖାଲି ତୁମ ବାହୁ ଛାଇ 
ତୁମେ ମହାମାନ୍ୟ ପୁଣି ଅତି ଜ୍ଞାନ 
ମୁ ଯେ ମହାମୂର୍ଖ ପୁଣି ଦୀନହୀନ 
ତୁମ ପାଇଁ ମାଟି ପିଣ୍ଡ ପାଇଚି ପ୍ରାଣ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ... 
Song upload by laxman 
????????? 
????????? 
?????????? 
ମୁ ଯେ ପାପ ପୋଖରୀର ପଙ୍କ.. 
ପଦ୍ମ କରି ପାଦ ତଳେ ରଖ 
ତୁମ ସାଥେ ଭେଟ ପୁଣ୍ଯ ଯୋଗ.. 
ପଡ଼ିଲାଣି ଖରା ନାହିଁ ମେଘ 
ତୁମେ ମହା ଜ୍ୟୋତି ପୁଣି ଶାନ୍ତମୂର୍ତ୍ତୀ 
ମୁ ଯେ ଦୁଷ୍ଟ ମତି ପୁଣି ଅପକିର୍ତ୍ତୀ 
ତୁମ ବିନା ଅଟକିବ ଏଇ ସ୍ପନ୍ଦନ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ... 
ସକାଳ ପ୍ରଣାମ ଘେନ ହେ ଚକାନୟନ 
ସକାଳ ପ୍ରଣାମ ଘେନ ହେ ଚକାନୟନ 
ତୁମ କରୁଣା ରୁ ସରୁ ବାକି ଯେତେ ଦିନ 
ତୁମ କରୁଣା ରୁ ସରୁ ବାକି ଯେତେ ଦିନ 
ମୁଁ ଯେ ତୁମ ଦାନ ପୁଣି ବିସର୍ଜନ 
ତୁମେ ପୁଣ୍ଯ ପୂଜା ସଦା ଆବାହନ 
ତୁମ ପାଇଁ ଏ ଜୀବନ ହେଇଚି ଧନ୍ଯ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ 
ହେ ଚକାନୟନ... 
ସକାଳ ପ୍ରଣାମ ଘେନ ହେ ଚକାନୟନ...