menu-iconlogo
huatong
huatong
odia-song-neijare-megha-mate-cover-image

Neijare Megha Mate

Odia songhuatong
🌹🍀Mukesh💗Kumar💗🍀🌹huatong
歌词
作品
ନେଇ ଯା'ରେ ମେଘ ମତେ

ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ

ନେଇ ଯା'ରେ ମେଘ ମତେ

ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ

ନେଇ ଯା'ରେ ମେଘ ମତେ

ମେଘ ସିନା ହୁଏ ଚାତକର ଲାଗି

ଝର-ଝର ଯାଉ ବରଷି

ସାଥୀ ବିନା ଆଜି ଯାଉଛି ରେ ଶୁଖି

ମୋ ଜୀବନ ନୀଳ-ସରସୀ

ଆଷାଢ଼, ଶ୍ରାବଣ ଏ ନୟନ ଦୁଇ

ହେଲେ ମନ ମୋର ପିଆସି

ନେଇ ଯା'ରେ ମେଘ ମତେ

ସାଥୀ ବିନା ଆଜି ପାରୁନି ରେ ଉଡ଼ି

ପତକା ହି ମୋର ଜାଣେନା

ଏତେ ବଡ଼ ଏଇ ଦୁନିଆଁରେ ମତେ

ଏକା-ଏକା ଭଲ ଲାଗେନା

ଦିନ ବଡ଼ ଏଠି ମରୂବାଲି ପୁଣି

ରାତି ଦିଏ ଯେତେ ଯାତନା

ନେଇ ଯା'ରେ ମେଘ ମତେ

ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ

ନେଇ ଯା'ରେ ମେଘ ମତେ

Source: Musixmatch

Songwriters: Kar Prafulla

更多Odia song热歌

查看全部logo

猜你喜欢