Jay Jagannath
Song Upload By
Prasant & Ashu
M-ତତେ ନ ପଚାରି...
ତତେ ନପଚାରି ତ ସିନ୍ଥୀରେ ଦେଲି ମୁଁ ସିନ୍ଦୁର
ହାଏ ହାଏ ରେ ହାଏ ଭୁଲ ହେଇଗଲା କି ମୋର
ହାଏ ହାଏ ରେ ହାଏ ଭୁଲ ହେଇଗଲା କି ମୋର
F-କିଛି ନବିଚାରି ~~~
କିଛି ନବିଚାରି ମୋ ସିନ୍ଥୀରେ ଦେଲୁ ତୁ ସିନ୍ଦୁର
ହାଏ ହାଏ ରେ ହାଏ ସମୟତ ବତା ଉତ୍ତର
ହାଏ ହାଏ ରେ ହାଏ ସମୟତ ବତା ଉତ୍ତର
TRACK
Song Upload By
PRASANT & ASHU
M-ମେଘ ହେଇ ଭାସୁଥିଲି ପାହାଡ଼ରେ ପିଟିହେଲି
କିଏ ଯଦି ଭିଜିଗଲା ମୋର କି ଦୋଷ
F-ମେଘ ଯଦି ଝଡ଼ ହୁଏ ପବନରେ ଫୁଲ ଝଡେ
ଗଛରୁ ଅଲଗା ହେଲା ଫୁଲର କି ଦୋଷ
M-ଆଜି ଏ ସିନ୍ଦୁର~~~
ଆଜି ଏ ସିନ୍ଦୁର ମୁଳୁ ଦୁଆ ସମ୍ପର୍କ କାଲିର
ହାଏ ହାଏ ରେ ହାଏ ଭୁଲ ହେଇଗଲା କି ମୋର
F-ହାଏ ହାଏ ରେ ହାଏ ସମୟତ ବତା ଉତ୍ତର
Pls Give A Green Rating 👍To
This Track🎶 & Follow Me 🌹🙏
F-ଜାଣତରେ ଅଜାଣତେ ଛୋଟ ବଡ଼ ଭୁଲତ ହୁଏ
କିଛି ଭୁଲ ଆପେ ଆପେ ଠିକ ହେଇ ଯାଏ
M-ଯଉ ଭୁଲ ଯଉ ମିଛ ଯଦି କାହାକୁ ହସାଏ
ସେମିତିକା ଭୁଲକଲେ କଣବା ଯାଏ
F-ମିଛ ଏ ସିନ୍ଦୁର~~~
ମିଛ ଏ ସିନ୍ଦୁର ଗଢିପାରେ ମନ୍ଦିର ସତର
F -ହାଏ ହାଏ ରେ ହାଏ ସମୟତ ବତା ଉତ୍ତର
ହାଏ ହାଏ ରେ ହାଏ ସମୟତ ବତା ଉତ୍ତର
Thank you🙏😊