menu-iconlogo
huatong
huatong
abhijit-majumdar-tu-hata-tekichhu-boli-cover-image

Tu Hata Tekichhu Boli

Abhijit Majumdarhuatong
semaga_huatong
歌詞
作品
ତୁ ହାତ ଟେକିଛୁ ବୋଲି, ମୁଁ ହାତ ଯୋଡ଼ିଛି

ତୁ ହାତ ଟେକିଛୁ ବୋଲି, ମୁଁ ହାତ ଯୋଡ଼ିଛି

ମୋ ଦୀନବନ୍ଧୁ

ମୋ କୃପାସିନ୍ଧୁ

ମୁଁ ତୋ ପ୍ରେମରେ ବନ୍ଧା ପଡ଼ିଛି

ହଁ, ତୋ ପ୍ରେମରେ ବନ୍ଧା ପଡ଼ିଛି

ତୁ ପ୍ରାଣ ଦେଇଛୁ ବୋଲି, ମୁଁ ତତେ ଲୋଡୁଛି

ତୁ ପ୍ରାଣ ଦେଇଛୁ ବୋଲି, ମୁଁ ତତେ ଲୋଡୁଛି

ମୋ ଦୀନବନ୍ଧୁ

ମୋ କୃପାସିନ୍ଧୁ

ମୁଁ ତୋ ପ୍ରେମରେ ବନ୍ଧା ପଡ଼ିଛି

ହଁ, ତୋ ପ୍ରେମରେ ବନ୍ଧା ପଡ଼ିଛି

ତୋ ହାତେ ଜନମ

ତୋ ହାତେ ମରଣ

ତୋ ଦେଲା କରମ ଭୋଗୁଛି ବସି

ତୁ ନ ଚାହିଁଲେ

ଗଛ ମରିଯିବ

ଶୁଖିଲା ପତର ପଡ଼ିବ ଖସି

ତୋ ହାତେ ଜନମ

ତୋ ହାତେ ମରଣ

ତୋ ଦେଲା କରମ ଭୋଗୁଛି ବସି

ତୁ ନ ଚାହିଁଲେ

ଗଛ ମରିଯିବ

ଶୁଖିଲା ପତର ପଡ଼ିବ ଖସି

ତୁ ଛନ୍ଦଚରଣ ବୋଲି ତୋ ପାଦେ ପଡୁଛି

ତୁ ଛନ୍ଦଚରଣ ବୋଲି ତୋ ପାଦେ ପଡୁଛି

ମୋ ଦୀନବନ୍ଧୁ

ମୋ କୃପାସିନ୍ଧୁ

ମୁଁ ତୋ ପ୍ରେମରେ ବନ୍ଧା ପଡ଼ିଛି

ହଁ, ତୋ ପ୍ରେମରେ ବନ୍ଧା ପଡ଼ିଛି

ତୋ ପରି ବନ୍ଧୁଟେ

ନାହିଁ ରେ ଜଗତେ

ଆପଣା ଲୋକକୁ କନ୍ଦେଇ ଜାଣୁ

କାନ୍ଦି-କାନ୍ଦି ଯିଏ

ଦେହ ଛାଡିଦିଏ

ବୈକୁଣ୍ଠପୁର କୁ ତାକୁ ତୁ ଟାଣୁ

ତୋ ପରି ବନ୍ଧୁଟେ

ନାହିଁ ରେ ଜଗତେ

ଆପଣା ଲୋକକୁ କନ୍ଦେଇ ଜାଣୁ

କାନ୍ଦି-କାନ୍ଦି ଯିଏ

ଦେହ ଛାଡିଦିଏ

ବୈକୁଣ୍ଠପୁର କୁ ତାକୁ ତୁ ଟାଣୁ

ସେଇ ଲୋଭ ଦେଇଛୁ ବୋଲି ମୋ ଲୁହ ଗଡୁଛି

ସେଇ ଲୋଭ ଦେଇଛୁ ବୋଲି ମୋ ଲୁହ ଗଡୁଛି

ମୋ ଦୀନବନ୍ଧୁ

ମୋ କୃପାସିନ୍ଧୁ

ମୁଁ ତୋ ପ୍ରେମରେ ବନ୍ଧା ପଡ଼ିଛି

ହଁ, ତୋ ପ୍ରେମରେ ବନ୍ଧା ପଡ଼ିଛି

ତୁ ହାତ ଟେକିଛୁ ବୋଲି, ମୁଁ ହାତ ଯୋଡ଼ିଛି

ତୁ ପ୍ରାଣ ଦେଇଛୁ ବୋଲି, ମୁଁ ତତେ ଲୋଡୁଛି

ମୋ ଦୀନବନ୍ଧୁ

ମୋ କୃପାସିନ୍ଧୁ

ମୁଁ ତୋ ପ୍ରେମରେ ବନ୍ଧା ପଡ଼ିଛି

ହଁ, ତୋ ପ୍ରେମରେ ବନ୍ଧା ପଡ଼ିଛି

ମୁଁ ତୋ ପ୍ରେମରେ ବନ୍ଧା ପଡ଼ିଛି

ତୋ ପ୍ରେମରେ ବନ୍ଧା ପଡ଼ିଛି

更多Abhijit Majumdar熱歌

查看全部logo