menu-iconlogo
huatong
huatong
avatar

E Phula Kaha Thare

Asima Pandahuatong
nrr1979huatong
歌詞
作品
ଲାରିଲା ରିରା ଲାଲା ଲାଲାଲାଲା

ଲାଲାଲା.. ଲାଲାଲା... ଲାଲାଲା.. ଲାଲାଲା..

ଲାରିଲା ରିରା ଲାଲା ଲାଲାଲାଲା

ଲାଲାଲା.. ଲାଲାଲା... ଲାଲାଲା..ଲାଲାଲା..

ପଲ ପଲ ପଡେ ପଲକ ମୋ

ନିଦ ନାହିଁ ଆଖିରେ

ରିମ୍ ଝିମ୍ ଲାଗେ ଦେହ ମୋର

ହଲ ଚଲ ହୁଏ ଛାତିରେ

ପଲ ପଲ ପଡେ ପଲକ ମୋ

ନିଦ ନାହିଁ ଆଖିରେ

ରିମ୍ ଝିମ୍ ଲାଗେ ଦେହ ମୋର

ହଲ ଚଲ ହୁଏ ଛାତିରେ

ଆଗରୁ, ହେଇନି. ଯାହା ମ ଜୀବନ ରେ

ଘଟୁଛି. ଆଜି ଏ ବୟସରେ

ଏଫୁଲ କହଥରେ ମ କାନେ ଗୁପତରେ

ଏମିତି ହୁଏ ସତେକି ହା

ପ୍ରମରେ ପଡିଗଲେ

ଏ ଫୁଲ କହଥରେ...

ଜେତିକି ଖଟା ସେତେ ମିଠା

ପ୍ରମରେ ଏଇ ବରଷା ଛିଟା

ହ.ଜେତିକି ଖଟା ସେତେ ମିଠା

ପ୍ରମରେ ଏଇ ବରଷା ଛିଟା

ଭିଯାଏ ଜେତେ ଜାଳେ ସେତେ

କରୁଛି ମତେ ହଟ ହଟା

ମୁଁ ଆଉ ମୁଁ ହେଇ ନାହିଁ କାଳେ

ସପନେ.ଉଡୁଚି.ସବୁ ବେଳେ

ଏଫୁଲ କହଥରେ ମ କାନେ ଗୁପତରେ

ଏମିତି ହୁଏ ସତେକି ହା

ପ୍ରମରେ ପଡିଗଲେ

ଏ ଫୁଲ କହଥରେ...

କୁମାର ଜୟନ୍ତ

ଗୁଜବ ଉଠେ ମୋ ନାରେ

ଚାଲିଚି ବୋଲି ଚୋରା ପ୍ରୀତି

ହା.ଗୁଜବ ଉଠେ ମୋ ନାରେ

ଚାଲିଚି ବୋଲି ଚୋରା ପ୍ରୀତି

କହିପାରେ ନା ମନ କଥା

ଅଜବ ଏଇ ଅନୁଭୂତି

ମୁଁ ଆଉ ମୁଁ ହେଇ ନାହିଁ କାଳେ

ନିଇତି.ଘର.ବାଟ ଭୋଲେ

ଏଫୁଲ କହଥରେ ମ କାନେ ଗୁପତରେ

ଏମିତି ହୁଏ ସତେକି ହା

ପ୍ରମରେ ପଡିଗଲେ

ଏ ଫୁଲ କହଥରେ

更多Asima Panda熱歌

查看全部logo