menu-iconlogo
huatong
huatong
debesh-pati-tu-chaluthilu-to-batare-cover-image

Tu Chaluthilu To Batare

Debesh Patihuatong
mikegcertaprohuatong
歌詞
作品
ନିଃସଙ୍ଗ ଏ ଜୀବନରେ ହେଲୁ ଯେବେ ସାଙ୍ଗ

ମନ ଥିଲା ମରୁଭୂମି, ଝରିଗଲା ମେଘ

ଛୁଇଁଗଲୁ ଅନ୍ତରକୁ, ହେଲୁ ଅନ୍ତରଙ୍ଗ

ବାଟ ଭୁଲା ମଲା ନଈ ପାଇଗଲା ଦିଗ

ହେ, ନିଃସଙ୍ଗ ଏ ଜୀବନରେ ହେଲୁ ଯେବେ ସାଙ୍ଗ

ମନ ଥିଲା ମରୁଭୂମି, ଝରିଗଲା ମେଘ

ଛୁଇଁଗଲୁ ଅନ୍ତରକୁ, ହେଲୁ ଅନ୍ତରଙ୍ଗ

ବାଟ ଭୁଲା ମଲା ନଈ ପାଇଗଲା ଦିଗ

ଅୟୁତେ ରାତିର ନିୟୁତେ ସପନ

ପରିଣତ ହେଲା ସତରେ

ତୁ ଚାଲୁଥିଲୁ ତୋ ବାଟରେ

ମୁଁ ଚାଲୁଥିଲି ମୋ ବାଟରେ

ପ୍ରେମ ହେଇଗଲା...

ଗୀତରେ, ଗୀତରେ

ଗୀତରେ, ଗୀତରେ

ଗୀତରେ, ଗୀତରେ

ଗୀତରେ, ଗୀତରେ

ଅଜଣା ବାଟରେ ବାଟୋଇ ଦି ଜଣ ଖୋଜୁଥିଲେ ଗୋଟେ ସାଥି

ପାଇଛି ଯେବେଠୁ ପାଖରେ ତତେ ମୁଁ, ଭୁଲିଗଲି ଦିନ ରାତି

ହୋ, ଅଜଣା ବାଟରେ ବାଟୋଇ ଦି ଜଣ ଖୋଜୁଥିଲେ ଗୋଟେ ସାଥି

ପାଇଛି ଯେବେଠୁ ପାଖରେ ତତେ ମୁଁ, ଭୁଲିଗଲି ଦିନ ରାତି

ମୁଁ ରାଜା, ତୁ ରାଣୀ

ଆମ ଏ କାହାଣୀ ପରିଣତ ହେଲା ସତରେ

ତୁ ଚାଲୁଥିଲୁ ତୋ ବାଟରେ

ମୁଁ ଚାଲୁଥିଲି ମୋ ବାଟରେ

ପ୍ରେମ ହେଇଗଲା...

ଗୀତରେ, ଗୀତରେ

ଗୀତରେ, ଗୀତରେ

ଗୀତରେ, ଗୀତରେ

ଗୀତରେ, ଗୀତରେ

ସୁଦୂର ଆକାଶେ ଦୁଇ ପ୍ରେମ-ପକ୍ଷୀ ଉଡୁଥିଲେ ଦୂରେ-ଦୂରେ

ଦୂର ଆକାଶକୁ କରି ସାତପର, ରହିଗଲେ ହୃଦୟରେ

ସୁଦୂର ଆକାଶେ ଦୁଇ ପ୍ରେମ-ପକ୍ଷୀ ଉଡୁଥିଲେ ଦୂରେ-ଦୂରେ

ଦୂର ଆକାଶକୁ କରି ସାତପର, ରହିଗଲେ ହୃଦୟରେ

ତୁ ରାଜା, ମୁଁ ରାଣୀ

ଆମ ଏ କାହାଣୀ ପରିଣତ ହେଲା ସତରେ

ତୁ ଚାଲୁଥିଲୁ ତୋ ବାଟରେ

ମୁଁ ଚାଲୁଥିଲି ମୋ ବାଟରେ

ପ୍ରେମ ହେଇଗଲା...

ଗୀତରେ, ଗୀତରେ

ଗୀତରେ, ଗୀତରେ

ଗୀତରେ, ଗୀତରେ

ଗୀତରେ, ଗୀତରେ

更多Debesh Pati熱歌

查看全部logo