menu-iconlogo
huatong
huatong
avatar

Lage Prema Najar

Humane sagar/Ananya Sritam Nandahuatong
𝚂𝙸𝙽𝙶𝙴𝚁🎤ⒹⒾⓅⒶⓀL❣️D🤷u200d♂️huatong
歌詞
作品
(ପୁ)ତୁ ଏମିତି ବନ୍ଦୀ କଲୁ ତୋ ହୃଦୟରେ

ଫେରିବାର ବାଟ ନାହିଁ ଆଉ

(ଝି)ତୁ ଏମିତି ଛନ୍ଦି ଦେଲୁ ତୋ ଭାଗ୍ୟ ରେଖାରେ

ମୁଁ କିଏ ମନେ ନାହିଁ ଆଉ

(ପୁ)ଇସାରା ରେ ତୋର ହେଲି ମୁଁ ପାଗଳ

ଇସାରା ରେ ତୋର ହେଲି ମୁଁ ପାଗଳ

କରି ନେଲୁ ଯେବେ ନିଜର

(ଝି)ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର

(ପୁ)ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର

(ଝି)ଲାଗେ ପ୍ରେମ ନଜର

ଏମିତି ଭଲ ଭଲ କ୍ଲିନ ଟ୍ରାକ ପାଇଵା ପାଇଁ (dipak kendrapada) ଲେଖି ସର୍ଚ୍ଚ କରନ୍ତୁ ?

ଅନ୍ତରା ସ୍ୱର ଆସୁଚି ରେଡି ହୁଅନ୍ତୁ ଗାଇବାକୁ ?

(ଝି)ଓ ଓ ଓ ଓ ଓ... ଓ ଓ ଓ ଓ

(ପୁ)ଭଲ ଠାରୁ ତୁ ବେସି ଭଲ ବୋଲି ଭଲ ତତେ ପାଇଲି ମୁଁ

(ପୁ)ଅନୁମତି ନ ନେଇ ତୋ ଠାରୁ ତୋ ମନରେ ରହିଲି ମୁଁ

(ପୁ)ଭଲ ଠାରୁ ତୁ ବେସି ଭଲ ବୋଲି ଭଲ ତତେ ପାଇଲି ମୁଁ

(ଝି)ଅନୁମତି ନ ନେଇ ତୋ ଠାରୁ ତୋ ମନରେ ରହିଲି ମୁଁ

(ପୁ)ମନ ତୋର ଯେବେ ଡାକେ ମୋ ମନକୁ

ମନ ତୋର ଯେବେ ଡାକେ ମୋ ମନକୁ

ତୋ ପାଖରେ ହୁଏ ହାଜର

(ଝି)ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର

(ପୁ)ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର

(ଝି)ଲାଗେ ପ୍ରେମ ନଜର

ଏମିତି ଭଲ ଭଲ କ୍ଲିନ ଟ୍ରାକ ପାଇଵା ପାଇଁ (dipak kendrapada) ଲେଖି ସର୍ଚ୍ଚ କରନ୍ତୁ ?

ଅନ୍ତରା ସ୍ୱର ଆସୁଚି ରେଡି ହୁଅନ୍ତୁ ଗାଇବାକୁ ?

(ଝି)ବାଟ ବଣା ଥିଲି ମୁଁ କାଲି ଯାଏ ହେଲୁ ମୋର ଠିକଣା ତୁ

(ପୁ)ଅଧିକାର ମୋ ଠାରୁ ମୋ ଉପରେ ତୋର ବେସି ଜାଣୁନା ତୁ

(ଝି)ବାଟ ବଣା ଥିଲି ମୁଁ କାଲି ଯାଏ ହେଲୁ ମୋର ଠିକଣା ତୁ

(ପୁ)ଅଧିକାର ମୋ ଠାରୁ ମୋ ଉପରେ ତୋର ବେସି ଜାଣୁନା ତୁ

(ଝି)ଏମିତି ଆଖିକୁ ଦେଲୁ ଅଧିକାର

ଏମିତି ଆଖିକୁ ଦେଲୁ ଅଧିକାର

ହେଲିନି ମୁଁ ଆଉ କାହାର

(ପୁ)ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର

(ଝି)ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର

(ପୁ)ଲାଗେ ପ୍ରେମ ନଜର

更多Humane sagar/Ananya Sritam Nanda熱歌

查看全部logo