首頁
曲庫
部落格
上傳伴奏
儲值
下載App
Asilu Jadi Jibane
Asilu Jadi Jibane
Ira Mohanty/Bibhu Kishore
ᴅʀ.ᴩᴀɴᴅᴀ🎼M3S🎼
演唱
歌詞
作品
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଖୋଜୁଥିଲି ମନେ ମନେ
ହୋ..ଓ..ଓ..ଓ..ଓ..ଓ..
ଖୋଜୁଥିଲି ମନେ ମନେ
ସାଥିଟିଏ ତୋପରି...
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ
ଯାଆନା ତୁ ଫେରି...
ଝି: ଆପଣାର ଲାଗେ ବେଶୀ
ହୋ..ଓ..ଓ..ଓ..ଓ..ଓ..
ଆପଣାର ଲାଗେ ବେଶୀ
ଆକାଶଠୁ ପଞ୍ଜୁରୀ...
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ହଁ.. ଯାଆନା ତୁ ଫେରି
ପୁ: ଚଲାମେଘ ପରି ମନ
ଉଡ଼ୁଥିଲା କୁଆଡ଼େ
ପବନରେ ଭାସିଗଲା
କେତେବେଳେ ତୋ ଆଡ଼େ
ଝି: ବାଟ ଯେବେ ତତେ ମତେ
ଯୋଡ଼ିଦେଲା ଏକାଠି
ନୂଆକରି ଲେଖା ହେଲା
କପାଳର ରେଖାଟି
ପୁ: ସବୁ ତୁଠ, ସବୁ ବାଟ
ହୋ..ଓ..ଓ..ଓ..ଓ..ଓ..
ସବୁ ତୁଠ, ସବୁ ବାଟ
ଲାଗେ ଫୁଲ କିଆରୀ
ଝି: ଆସିଲୁ ଯଦି ଜୀବନେ....
ଯାଆନା ତୁ ଫେରି
ପୁ: ହୁଁ..ଯାଆନା ତୁ ଫେରି
ଝି: ପରଥିଲା ଏ ଦୁନିଆଁ
ସବୁଥିଲା ଅଜଣା
ଜାଣେନା ମୁଁ କେତେ ବେଳେ
ଲାଗିଲୁ ତୁ ଆପଣା
ପୁ: ଲାଗିଥିଲା ଏଇ ମନେ
ସୁଖ ଦୁଃଖ ଗହଳି
ତୋଲାଗି ମୋ ଜୀବନର
ମାନେ ଗଲା ବଦଳି
ଝି: ସବୁ ଗୀତ ସବୁ ସୂର
ହୋ..ଓ..ଓ..ଓ..ଓ..ଓ..
ସବୁ ଗୀତ ସବୁ ସୂର
ଲାଗେ ଯୋଡ଼ି ମହୁରୀ
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି..
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ...
ହଁ ଯାଆନା ତୁ ଫେରି
ପୁ: ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଖୋଜୁଥିଲି ମନେ ମନେ
ହୋ..ଓ..ଓ..ଓ..ଓ..ଓ..
ଖୋଜୁଥିଲି ମନେ ମନେ
ସାଥିଟିଏ ତୋପରି...
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ
ଯାଆନା ତୁ ଫେରି...
ଝି: ଆପଣାର ଲାଗେ ବେଶୀ
ହୋ..ଓ..ଓ..ଓ..ଓ..ଓ..
ଆପଣାର ଲାଗେ ବେଶୀ
ଆକାଶଠୁ ପଞ୍ଜୁରୀ...
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ହଁ.. ଯାଆନା ତୁ ଫେରି
ପୁ: ଚଲାମେଘ ପରି ମନ
ଉଡ଼ୁଥିଲା କୁଆଡ଼େ
ପବନରେ ଭାସିଗଲା
କେତେବେଳେ ତୋ ଆଡ଼େ
ଝି: ବାଟ ଯେବେ ତତେ ମତେ
ଯୋଡ଼ିଦେଲା ଏକାଠି
ନୂଆକରି ଲେଖା ହେଲା
କପାଳର ରେଖାଟି
ପୁ: ସବୁ ତୁଠ, ସବୁ ବାଟ
ହୋ..ଓ..ଓ..ଓ..ଓ..ଓ..
ସବୁ ତୁଠ, ସବୁ ବାଟ
ଲାଗେ ଫୁଲ କିଆରୀ
ଝି: ଆସିଲୁ ଯଦି ଜୀବନେ....
ଯାଆନା ତୁ ଫେରି
ପୁ: ହୁଁ..ଯାଆନା ତୁ ଫେରି
ଝି: ପରଥିଲା ଏ ଦୁନିଆଁ
ସବୁଥିଲା ଅଜଣା
ଜାଣେନା ମୁଁ କେତେ ବେଳେ
ଲାଗିଲୁ ତୁ ଆପଣା
ପୁ: ଲାଗିଥିଲା ଏଇ ମନେ
ସୁଖ ଦୁଃଖ ଗହଳି
ତୋଲାଗି ମୋ ଜୀବନର
ମାନେ ଗଲା ବଦଳି
ଝି: ସବୁ ଗୀତ ସବୁ ସୂର
ହୋ..ଓ..ଓ..ଓ..ଓ..ଓ..
ସବୁ ଗୀତ ସବୁ ସୂର
ଲାଗେ ଯୋଡ଼ି ମହୁରୀ
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି..
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ...
ହଁ ଯାଆନା ତୁ ଫେରି
ପୁ: ଯାଆନା ତୁ ଫେରି
Ira Mohanty/Bibhu Kishore
ᴅʀ.ᴩᴀɴᴅᴀ🎼M3S🎼
前往APP內演唱
歌詞
作品
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଖୋଜୁଥିଲି ମନେ ମନେ
ହୋ..ଓ..ଓ..ଓ..ଓ..ଓ..
ଖୋଜୁଥିଲି ମନେ ମନେ
ସାଥିଟିଏ ତୋପରି...
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ
ଯାଆନା ତୁ ଫେରି...
ଝି: ଆପଣାର ଲାଗେ ବେଶୀ
ହୋ..ଓ..ଓ..ଓ..ଓ..ଓ..
ଆପଣାର ଲାଗେ ବେଶୀ
ଆକାଶଠୁ ପଞ୍ଜୁରୀ...
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ହଁ.. ଯାଆନା ତୁ ଫେରି
ପୁ: ଚଲାମେଘ ପରି ମନ
ଉଡ଼ୁଥିଲା କୁଆଡ଼େ
ପବନରେ ଭାସିଗଲା
କେତେବେଳେ ତୋ ଆଡ଼େ
ଝି: ବାଟ ଯେବେ ତତେ ମତେ
ଯୋଡ଼ିଦେଲା ଏକାଠି
ନୂଆକରି ଲେଖା ହେଲା
କପାଳର ରେଖାଟି
ପୁ: ସବୁ ତୁଠ, ସବୁ ବାଟ
ହୋ..ଓ..ଓ..ଓ..ଓ..ଓ..
ସବୁ ତୁଠ, ସବୁ ବାଟ
ଲାଗେ ଫୁଲ କିଆରୀ
ଝି: ଆସିଲୁ ଯଦି ଜୀବନେ....
ଯାଆନା ତୁ ଫେରି
ପୁ: ହୁଁ..ଯାଆନା ତୁ ଫେରି
ଝି: ପରଥିଲା ଏ ଦୁନିଆଁ
ସବୁଥିଲା ଅଜଣା
ଜାଣେନା ମୁଁ କେତେ ବେଳେ
ଲାଗିଲୁ ତୁ ଆପଣା
ପୁ: ଲାଗିଥିଲା ଏଇ ମନେ
ସୁଖ ଦୁଃଖ ଗହଳି
ତୋଲାଗି ମୋ ଜୀବନର
ମାନେ ଗଲା ବଦଳି
ଝି: ସବୁ ଗୀତ ସବୁ ସୂର
ହୋ..ଓ..ଓ..ଓ..ଓ..ଓ..
ସବୁ ଗୀତ ସବୁ ସୂର
ଲାଗେ ଯୋଡ଼ି ମହୁରୀ
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି..
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ...
ହଁ ଯାଆନା ତୁ ଫେରି
ପୁ: ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଖୋଜୁଥିଲି ମନେ ମନେ
ହୋ..ଓ..ଓ..ଓ..ଓ..ଓ..
ଖୋଜୁଥିଲି ମନେ ମନେ
ସାଥିଟିଏ ତୋପରି...
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ
ଯାଆନା ତୁ ଫେରି...
ଝି: ଆପଣାର ଲାଗେ ବେଶୀ
ହୋ..ଓ..ଓ..ଓ..ଓ..ଓ..
ଆପଣାର ଲାଗେ ବେଶୀ
ଆକାଶଠୁ ପଞ୍ଜୁରୀ...
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ହଁ.. ଯାଆନା ତୁ ଫେରି
ପୁ: ଚଲାମେଘ ପରି ମନ
ଉଡ଼ୁଥିଲା କୁଆଡ଼େ
ପବନରେ ଭାସିଗଲା
କେତେବେଳେ ତୋ ଆଡ଼େ
ଝି: ବାଟ ଯେବେ ତତେ ମତେ
ଯୋଡ଼ିଦେଲା ଏକାଠି
ନୂଆକରି ଲେଖା ହେଲା
କପାଳର ରେଖାଟି
ପୁ: ସବୁ ତୁଠ, ସବୁ ବାଟ
ହୋ..ଓ..ଓ..ଓ..ଓ..ଓ..
ସବୁ ତୁଠ, ସବୁ ବାଟ
ଲାଗେ ଫୁଲ କିଆରୀ
ଝି: ଆସିଲୁ ଯଦି ଜୀବନେ....
ଯାଆନା ତୁ ଫେରି
ପୁ: ହୁଁ..ଯାଆନା ତୁ ଫେରି
ଝି: ପରଥିଲା ଏ ଦୁନିଆଁ
ସବୁଥିଲା ଅଜଣା
ଜାଣେନା ମୁଁ କେତେ ବେଳେ
ଲାଗିଲୁ ତୁ ଆପଣା
ପୁ: ଲାଗିଥିଲା ଏଇ ମନେ
ସୁଖ ଦୁଃଖ ଗହଳି
ତୋଲାଗି ମୋ ଜୀବନର
ମାନେ ଗଲା ବଦଳି
ଝି: ସବୁ ଗୀତ ସବୁ ସୂର
ହୋ..ଓ..ଓ..ଓ..ଓ..ଓ..
ସବୁ ଗୀତ ସବୁ ସୂର
ଲାଗେ ଯୋଡ଼ି ମହୁରୀ
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି..
ଝି: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ପୁ: ଆସିଲୁ ଯଦି ଜୀବନେ...
ଯାଆନା ତୁ ଫେରି
ଝି: ଆସିଲୁ ଯଦି ଜୀବନେ...
ହଁ ଯାଆନା ତୁ ଫେରି
ପୁ: ଯାଆନା ତୁ ଫେରି
更多Ira Mohanty/Bibhu Kishore熱歌
查看全部
Srabana Re Srabana Megha Anibu
Points
Ira Mohanty/UDIT
21K首作品
演唱
Rahichi Rahibi Tori Pain
Points
Ira Mohanty
12K首作品
演唱
Rakhi Bhandhili Mo Rakhiba Mana
Points
Babul Supriyo/Ira Mohanty
7K首作品
演唱
Chhatire Lekhichi Tori Naan
Points
Udit Narayan/Ira Mohanty
6K首作品
演唱
Brahma Ru Subhuchi
Points
T. Soury/Ira Mohanty
7K首作品
演唱
前往APP內演唱