menu-iconlogo
huatong
huatong
avatar

Jamuna jibaku Mate Hoichi Mana

Ira Mohantyhuatong
rlee22047huatong
歌詞
作品
ଯମୁନା ଯିବାକୁ ମୋତେ ହୋଇଛି ମନା -2

ଯମୁନା ଯିବାକୁ ମୋତେ ହୋଇଛି ମନା -2

କାଖରୁ କଳସୀ ପଡୁଚି ରେ ଖସି -2

ପାଦ ହେଉଛି ଅଥୟ ମନ ହେଉଛି ଅଥୟ -2

ମାନେନା ମନ..............

ରେ କାହ୍ନା ରେ କାହ୍ନା ରେ କାହ୍ନା.. କାହ୍ନା.. କାହ୍ନା....2

ଯମୁନା ଯିବାକୁ ମୋତେ ହୋଇଛି ମନା -2

ଧନ୍ୟ ସେ କଦମ୍ବ ମୂଳ ମୟୂର ଚନ୍ଦ୍ରିକା ଚୂଳ

ଝୁରୁଛି ଯମୁନା କୂଳ ହେଉଛି ମନ ଆକୁଳ

ଧନ୍ୟ ସେ କଦମ୍ବ ମୂଳ ମୟୂର ଚନ୍ଦ୍ରିକା ଚୂଳ

ଝୁରୁଛି ଯମୁନା କୂଳ ହେଉଛି ମନ ଆକୁଳ

ଅଙ୍ଗ ମୋର ଥରିଯାଏ ଲାଜେ ମୁହିଁ ସରିଯାଏ -2

ରହି ପାରେନା.........

ରେ କାହ୍ନା ରେ କାହ୍ନା ରେ କାହ୍ନା.. କାହ୍ନା.. କାହ୍ନା....2

ଯମୁନା ଯିବାକୁ ମୋତେ ହୋଇଛି ମନା -2

ତୋର ସେ ତ୍ରିଭଙ୍ଗି ଠାଣି ମୋ ମନ ନେଉଛି ଟାଣି

ମୋହନ ମୁରଲୀ ଶୁଣି ଚହଲେ ଯମୁନା ପାଣି

ତୋର ସେ ତ୍ରିଭଙ୍ଗି ଠାଣି ମୋ ମନ ନେଉଛି ଟାଣି

ମୋହନ ମୁରଲୀ ଶୁଣି ଚହଲେ ଯମୁନା ପାଣି

ଅପବାଦ ବନ୍ଧ ଡେଇଁ ମୋ ମନ ର କୂଳ ଛୁଇଁ -2

ଆସି ପାରେନା......

ରେ କାହ୍ନା ରେ କାହ୍ନା ରେ କାହ୍ନା.. କାହ୍ନା.. କାହ୍ନା....2

ଯମୁନା ଯିବାକୁ ମୋତେ ହୋଇଛି ମନା -4

କାଖରୁ କଳସୀ ପଡୁଚି ରେ ଖସି -2

ପାଦ ହେଉଛି ଅଥୟ ମନ ହେଉଛି ଅଥୟ -2

ମାନେନା ମନ..............

ରେ କାହ୍ନା ରେ କାହ୍ନା ରେ କାହ୍ନା.. କାହ୍ନା.. କାହ୍ନା....3

更多Ira Mohanty熱歌

查看全部logo