menu-iconlogo
huatong
huatong
avatar

Monalisha

Kuldeep Pattnaikhuatong
morsejrhuatong
歌詞
作品
ଧିମା ଧିମା ତୋର, ମେଘୁଆ ଆଖିରେ

ହଜେଇ ତୁ ଦେଲୁ ଯେବେ ମତେ ଜାଣିଶୁଣି

ହେ, ପ୍ରେମ ହେଇଗଲା ପ୍ରଥମ ଦେଖାରେ

ଉଡେଇଲୁ ଯେବେ ତୋର ନାଲି ଓଢଣୀ

ହାଏରେ ମୋ ଶର୍ମିଲି ତୁ ଚାହିଁଦେଲୁ ହସି

ଗୋଟିଏ ଝଲକ ପାଇଁ ଯାଉଛି ତା′ର ସେଇ

କେବେ ଦବୁ କହ ତୋର ଭାଉ?

ମୋନାଲିସା ଲିସା ଲିସା କାଇଁ ଏମିତି ହଉ?

ମୋନାଲିସା ଲିସା ଆଶା ଦେଇ ଦୁରେଇ ଯାଉ

ଏ ମୋନାଲି ଇ ଇ ଇସା ଲିସା କାଇଁ ଏମିତି ହଉ?

ମୋନାଲିସା ଲିସା ଆଶା ଦେଇ ଦୁରେଇ ଯାଉ

ଆଖିରେ ତୁ ଯେବେ ହାଏ, ଲଗଉ କଜଳ ଗାର

ହେଇଯାଏ ମୁଁ ବେହୋସ

ମନ ହୁଏ ଅମାନିଆ, ତତେ ଥରେ ଛୁଇଁବାକୁ

इसारा ରେ ଦଉ ସାହସ

ହାଏରେ ମୋ ଅପ୍ସରୀ ତୁ, ରଖିବି ଯତନେ

ସାଇତିବି ତତେ ନେଇ, ଏଇ ମୋ ଜୀବନେ

ଝିଅ ନା ତୁ ମିଠା, ମିଠା ମହୁ

ମୋନାଲି ଇ ଇସା କାଇଁ ଏମିତି ହଉ?

ମୋନାଲିସା ଲିସା ଆଶା ଦେଇ ଦୁରେଇ ଯାଉ

ଏ ମୋନାଲିସା ଲିସା ଲିସା କାଇଁ ଏମିତି ହଉ?

ମୋନାଲିସା ଲିସା ଆଶା ଦେଇ ଦୁରେଇ ଯାଉ

ହୃଦୟରେ ତୋ ପାଇଁ ତୋଳିଛି ମୁଁ ଘରଟିଏ

ସେଇ ଘରେ ରହିଯା' ଆସି

ଜାଣି ଜମା ହେଲା ନାହିଁ

କେତେବେଳେ ତୁ ଆସି, ମୋ ପ୍ରେମରେ ଗଲୁରେ ଫସି

ହାଏରେ ମୋ ରୂପସୀ ତୁ, ବୁଝିଯା′ ତୁ ମତେ

ତୋ ପଛରେ ଗୋଡେଇବି, ଆଉ କହ କେତେ

नखरा ତୋ ସେତିକି ଥାଉ

ମୋନାଲିସା ଲିସା ଲିସା କାଇଁ ଏମିତି ହଉ?

ମୋନାଲିସା ଲିସା ଆଶା ଦେଇ ଦୁରେଇ ଯାଉ

ଏ ମୋନାଲିସା ଲିସା ଲିସା କାଇଁ ଏମିତି ହଉ?

ମୋନାଲିସା ଲିସା ଆଶା ଦେଇ ଦୁରେଇ ଯାଉ

更多Kuldeep Pattnaik熱歌

查看全部logo

猜你喜歡