menu-iconlogo
huatong
huatong
avatar

Sambalpuri Mahuaa

Mantu Chhuriahuatong
nettevanshuatong
歌詞
作品
ହେ ଏହେ-ଏହେ, ଆମକୁ ସମ୍ବଲ-ମାଟିର୍ ଛୁଆ

କହେ ସଙ୍ଗ୍ ଦୁନିଆ

ମହୁଆ ଆମର୍ କଥା ରେ

ଆମେ ସମ୍ବଲପୁରିଆ

(ଏ, ନା-ନା-ନା)

ହେ, ଝୁମ୍ ଝୁମ୍ ଝୁମେଇ ଦେସୁଂ (ହେ)

ଆମେ ସାରା ଦୁନିଆଁ

ହେ, ଲୁବ୍-ଲୁବ୍ ଲୁଭେଇ ଦେସୁଂ

ଆମେ ମହନି ଦିଆ ରେ

ହେ, ଝୁମ୍ ଝୁମ୍ ଝୁମେଇ ଦେସୁଂ (ହେ)

ଆମେ ସାରା ଦୁନିଆଁ

ଲୁବ୍-ଲୁବ୍ ଲୁଭେଇ ଦେସୁଂ

ଆମେ ମହନି ଦିଆ

ଭୁଲେଇ ଦେସୁଂ ଗାନାର୍ ସୁରେ ରେ

ନଚେଇ ଦେସୁଂ ବଜର୍ ତାଲେ ରେ

ଲାଗସୁଂ ଆମେ ସବକୁ ରେ ବଢ଼ିଆ, ବଢ଼ିଆ, ବଢ଼ିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ନଦୀ ଆମର୍ ମହାନଦୀର୍ ଝରେ ହୀରା, ମୋତି

ସମଲେଇ ଗୁଡ଼ି ହୁମା ଧମା ଦେଶ, ବିଦେଶେ କୀର୍ତି

ସୁନ୍ଦରୀ ନାନୀର୍ ଢ଼ାଲିଆ ଖୁସା, ବେକେ ଗଜର୍ ମାଲି

କାନେ ଝୁପା ନାକେ ଡାଲି ପାଏବା କେନେ ଦେଖି?

ମହନି ପକା ଗାମଛା ଆମର୍ ସପ୍ତାପର ଶାରୀ

ପିନ୍ଧିଲେ ବୁଢ଼ା ଚକାଚକ୍, ସୁନ୍ଦରୀ ଲାଗସି ବୁଢ଼ୀ

ବାର ମାସରେ ତେର ପରବ ଦେଖରେ ବଢ଼ି ବଢ଼ି

ସମ୍ବଲପୁରିଆ ଚାଲସି ସତେ ମେରଛା ମୁଡ଼ି ମୁଡ଼ି

ଛୁମକୁ ଛୁମା, ମଲକା ଅଣ୍ଟା

ସୁନ୍ଦରୀ ଆଖି କହେସି କଥା

ପାଏଝଲ ଛମଛମ ଲାଗସି ମହନି ଅଠା

ରଜା ଆମର ବଜା, ଆ' ଏ ଦୁଲଦୁଲି ବଜା

କିନ୍ଦରି କିନ୍ଦରି ନାଚଲେ ଲାଗସି ମଜା

କହଁରି ଯାଏସୁଂ ଆମେ ରେ

ହେଇ ଫଗୁନର୍ ଧୂକା

ଆମେତ ସମ୍ବଲପୁରିଆ

ମନଟା ଆମର ସଚ୍ଚା

କେନୁ ପାଏବ ଆମର୍ ଲେଖା ରେ?

ଖୁସିର୍ ମିଲନ ସବକର୍ ସାଙ୍ଗେ ରେ

କେତେ ସୁନ୍ଦର ଆମର୍ ଦୁନିଆଁ, ଦୁନିଆଁ, ଦୁନିଆଁ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

(ହେ-ଏ, ହେ-ହେ)

ମନର୍ ଭାବନା ଆମର୍ ଗୁଟେ

ଆଖିର୍ ସପନ ଆମର୍ ଗୁଟେ

ହାଁ, ମାଟିର ଲାଗି ଗରବ୍ କରସୁଂ କେତେ

ପର୍ ନାଇଁ କରୁ କାହାକେ

ଆମେ ପ୍ରେମଠି ବାନ୍ଧୁସୁଂ ସବକେ

ସରଗ୍ ଲେଖେ ଧରତି ଆମର୍ ସତେ

ଆମର୍ ରଙ୍ଗେ ରଙ୍ଗେଇ ଦେସୁଂ

ଆମେ ରଙ୍ଗ୍-ରଙ୍ଗିଆ

ଆମେ ଝଲମଲ୍ ଝଲସୁ ଥିସୁଂ

ହେଇ ଜନ ଗୁନିଆ

ଆମେତ ମହନର୍ ରଜା ରେ

ନାଇଁ ପଡ଼େ ଆମକୁ ଖୁଜା ରେ

ଯେନ ଖୁଜଲେ ସେନେ ଆମେ ଠିଆ, ହେ ଠିଆ, ରେ ଠିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

ହେ ଏହେ-ଏହେ, ଆମେ ସମ୍ବଲପୁରିଆ

更多Mantu Chhuria熱歌

查看全部logo