menu-iconlogo
logo

Suna Chadhei Rupa Chadhei (short)

logo
歌詞
ଗେଲ ବସରିଆ କଣ୍ଢେଇ ତୁ ମୋର

ହୀରା ତୁ ମୋତି ତୁ ମୋ ଦୁଇ ଆଖିର

Duniya dekhili haata dhari tora

Bapa tu maa tu kie achhi mora

ଆସୁ ପଛେ ମେଘ , ବଦଳୁ ଏ ପାଗ

ନ ଦିଶିଲେ ପଛେ ନ ଦିଶିବ ଦିଗ

ନେଇ ଯିବି ବାଟ କଢେଇ~~~

ସୁନା ଚଢେଇ ତୁ ମୋ ରୂପା ଚଢେଇ

ସୁନା ଚଢେଇ ମୋ ରୂପା ଚଢେଇ

ହେ ~ହେ ~ହେ ~ହେ ~ହେ

ଏ ~ହେ~ ହେ ~ହେ~ ହେ

Ho ~ oo ~ oo ~ oo~

ହୁଁ ~ଉଁ ~ଉଁ~~ଉଁ ~ଉଁ ~ଉଁ~~

Ho ~ oo ~ oo ~ oo~

ଲା ଲା ଲା ~ଲା ଲା ଲା ~~

Oo ~ oo ~ oo ~ oo~

ହୁଁ ~ଉଁ ~ଉଁ ~ ଲା ~ଲା~ ଲା~

Suna Chadhei Rupa Chadhei (short) Md.Aziz/Ira Mohanty/Udit Narayan/ Suresh Wadekar - 歌詞和翻唱