menu-iconlogo
huatong
huatong
odia-bhajan-track-shanti-boli-jhia-tiye-nila-chale-tara-ghara-lo-singer--laxman-mohanty-cover-image

SHANTI BOLI JHIA TIYE NILA CHALE TARA GHARA LO (SINGER) -LAXMAN MOHANTY

Odia bhajan trackhuatong
LB🎵MUSICAL🎶🎸ODIAhuatong
歌詞
作品
AN EXCLUSIVE TRACK COLLECTED (BY)ODIA BHAKTI

ଶାନ୍ତି ବୋଲି ଝିଅ ଟିଏ

ନୀଳାଚଳେ ତାର ଘର ଲୋ.....

*******************

ହଁ ଶାନ୍ତି ବୋଲି ଝିଅ ଟିଏ

ନୀଳାଚଳେ ତାର ଘର ଲୋ....

ମୋ ବାରମାସୀ ମୋ ବାରମାସୀ

କେହି ଭାବେ ଧନୀ ହୋଇ ,ଯିବ ସେ ଝିଅକୁ ପାଇ

କେହି ଭାବେ ଯୋଗୀ ହୋଇ, ଯିବ ସେ ଝିଅକୁ ପାଇ

ଦେଖି ଏ ଦୁନିଆ ରୀତି

ହସୁଛି କଳା ଠାକୁର ଲୋ...

ମୋ ବାରମାସୀ ମୋ ବାରମାସୀ

ହଁ ଶାନ୍ତି ବୋଲି ଝିଅ ଟିଏ

ନୀଳାଚଳେ ତାର ଘର ଲୋ....

ମୋ ବାରମାସୀ... ମୋ ବାରମାସୀ

JAGANNATH PREMI

ROOM ID -171653

TIME 7PM TO 8:30PM

ସେ ଝିଅର ତିନି ଭାଇ ସତ୍ୟ,ଦୟା, କ୍ଷମା

ଏ ଚାରି ଭଉଣୀ ଭାଇ କାଳିଆ ମହିମା..

*******************

ସେ ଝିଅର ତିନି ଭାଇ ସତ୍ୟ,ଦୟା, କ୍ଷମା

ଏ ଚାରି ଭଉଣୀ ଭାଇ କାଳିଆ ମହିମା...

ଏ ମଣିଷ ଜୀବନ ପାଣି ଫୋଟକାରୁ ହିନ

ସତ୍ୟ ଶାନ୍ତି ଦୟା କ୍ଷମା ମାନବର ଧର୍ମ

ପାଇବାକୁ ଟିକେ ଶାନ୍ତି

ନୀଳାଚଳେ ଲୟ କର ଲୋ..

ମୋ ବାରମାସୀ ମୋ ବାରମାସୀ

ହଁ ଶାନ୍ତି ବୋଲି ଝିଅ ଟିଏ

ନୀଳାଚଳେ ତାର ଘର ଲୋ....

ମୋ ବାରମାସୀ... ମୋ ବାରମାସୀ

Song UPLOAD (BY) LAXMAN

REQUEST BY -JAGANNATH PREMI BHAKTA BRUNDA

LYRICS -KSHEMANKARI

ଏ ମଣିଷ ଶାନ୍ତି ଲୋଭେ ଜଗନ୍ନାଥ ଧାମେ

ଏ ଜିବନ ମୁକ୍ତି ଲୋଭେ ଜଗନ୍ନାଥ ପ୍ରେମେ

******************

ଏ ମଣିଷ ଶାନ୍ତି ଲୋଭେ ଜଗନ୍ନାଥ ଧାମେ

ଏ ଜିବନ ମୁକ୍ତି ଲୋଭେ ଜଗନ୍ନାଥ ପ୍ରେମେ

ଥିଲେ ଥାଉ ଯେତେ ଧନ ଶାନ୍ତି ବିନା ମୂଲ୍ୟହୀନ

ନୀଳାଚଳ କଳା ଜହ୍ନ ପ୍ରସାନ୍ତିର ଚିହ୍ନ

କଳାଜହ୍ନ ବଦନରେ

ନାଲି ହସ ଝର ଝର ଲୋ

ମୋ ବାରମାସୀ ମୋ ବାରମାସୀ

ଶାନ୍ତି ବୋଲି ଝିଅ ଟିଏ

ନୀଳାଚଳେ ତାର ଘର ଲୋ....

ମୋ ବାରମାସୀ... ମୋ ବାରମାସୀ

କେହି ଭାବେ ଧନୀ ହୋଇ ,ଯିବ ସେ ଝିଅକୁ ପାଇ

କେହି ଭାବେ ଯୋଗୀ ହୋଇ, ଯିବ ସେ ଝିଅକୁ ପାଇ

ଦେଖି ଏ ଦୁନିଆ ରୀତି

ହସୁଛି କଳା ଠାକୁର ଲୋ...

ମୋ ବାରମାସୀ ମୋ ବାରମାସୀ

ହଁ ଶାନ୍ତି ବୋଲି ଝିଅ ଟିଏ

ନୀଳାଚଳେ ତାର ଘର ଲୋ....

ମୋ ବାରମାସୀ... ମୋ ବାରମାସୀ

ମୋ ବାରମାସୀ... ମୋ ବାରମାସୀ..

更多Odia bhajan track熱歌

查看全部logo