menu-iconlogo
huatong
huatong
odia-song-eastern-opera-cover-image

Eastern opera

Odia songhuatong
PRASANT-HAL-ODISHAhuatong
歌詞
作品
ସ୍ୱର ଓଡ଼ିଶାର ସଙ୍ଗୀତ

1-🕺 ଏଇ ଆମ ଅଗଣା ସଙ୍ଗୀତର ଠିକଣା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

2-💃 ଆଲୋ ଢେଙ୍କିରେ କୁଟିଲି ଚୁଡ଼ା ସଭାଜନେ

ଢେଙ୍କିରେ କୁଟିଲି ଚୁଡ଼ା

ସଭାଜନେ ଢେଙ୍କିରେ କୁଟିଲି ଚୁଡ଼ା

ପ୍ରଥମେ ବନ୍ଦିଲି ସର୍ବ ମଙ୍ଗଳା ହେ

ନାଚିବ ଚଇତି ଘୋଡ଼ା

ସଭାଯନେ ନଚିବ ଚଇତି ଘୋଡ଼ା

3-🕺ଏଇ ଆମ ଅଗଣା ସଙ୍ଗୀତର ଠିକଣା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

4-🕺ପାଇକ ପୁଅରେ , ସଜାଗ ହୁଅରେ

ହେ .. ଉଠା ଉଠା ଉଠାରେ ତରବାରୀ

ରକତ ବୁହେଇ ଦିଅରେ

ବୀର ଶ୍ରୀ ଗଜପତି ଗୌଡେଶ୍ୱର ନବକୋଟି

କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ବିରାଧି ବୀରବର

ସଂଗ୍ରାମେ ସହସ୍ରବାହୁ ଭୂତ ଭୈରବ ପ୍ରବଳ

ପରାକ୍ରମୀ ସହସ୍ରକୋଟି ଯୋଜନ ଦୂରରୁ ଜୁହାର କଲୁ ମଣିମା...

ଚମକି ଉଠିଲେ ଗଜପତି ରାଜା ଚମକିଲେ ସଭାଜନ--2

ଗଜପତିଙ୍କର ନୁହେଁ ଖାଲି ଏତ ଠାକୁରଙ୍କ ଅପମାନ--2

5-🕺ଏଇ ଆମ ଅଗଣା ସଙ୍ଗୀତର ଠିକଣା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

6-💃ସ୍ୱାମକୁ ଜୁହାରତାର ପ୍ରେମକୁ ଜୁହାର ମା

ଶ୍ୱାମକୁ ଜୁହାର ତାର ପ୍ରେମକୁ ଜୁହାର ମା ଶ୍ୱାମକୁ ଜୁହାର

ଯେ କରୁ ଗୋ ସିତିରତି ଯଜିହ ଲୁହର ମା

ସ୍ୱାମକୁ ଜୁହାର ତାର ପ୍ରେମକୁ ଜୁହାର ମା ଶ୍ୱାମକୁ ଜୁହାର

7-🕺ଏଇ ଆମ ଅଗଣା ସଙ୍ଗୀତର ଯୋଛନା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

8-🕺 ଏ ରଙ୍ଗବତୀ ରେ ରଙ୍ଗବତୀ--2

ଏ..ରଙ୍ଗବତୀ ରଙ୍ଗବତୀ କନକଲତା ହସିପଦେ

କହନ କଥା

💃ହାଏଗୋ ଲାଜେ ଲାଜେ ଗୋ ଲାଜେ ଲାଜେ--2

ହାଏ ଲାଜେ ଲାଜେ ନଇଯାଉଚେ ମଥା ଗୋ

ନାଇକର ନାଇକର ଅଥା

🕺ସପନ ରଜା ସପନ

🕺💃ସପନ ରଜା ସପନ ରାନୀ ସାଙ୍ଗେ ସୂତାମାଲି

ହେଲାନ ଗୁଥାଁ

🕺ରଙ୍ଗବତୀ ରଙ୍ଗବତୀ

9-🕺ଏଇ ଆମ ଅଗଣା ସଙ୍ଗୀତର ଠିକଣା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

10-🕺 ବାର ବରଷର ବାଳୁତ ଧରମା

ରଖିଲା ଓଡ଼ିଆ ଟେକ

ରଖିଲା ଓଡ଼ିଆ ଟେକ--2

ରକତେ ଆଙ୍କିଲା ଛବିଟିଏ ଆହା--2

ନାଆ ତାର କୋଣାରକ

ନାଆ ତାର କୋଣାରକ--3

11-🕺ଏଇ ଆମ ଅଗଣା , ସଙ୍ଗୀତର ଠିକଣା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ , କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

12-🕺ବ୍ରଜରାଜ ଡାକଦେଲା ଥାଇ ଘୋର ଜଳେଣ

ଚକ୍ରପେଶି ନକ୍ରନାଶି ଉଧାରିଲ ଆପଣ

ଆହେ ନୀଳ ଶଇଳ ପ୍ରବଳ ମତ ବାରଣ

ମୋ ଆରତ ନଳିନି ବନକୁ କଲ ଦଳନ ଆହେ

ନୀଳ ଶଇଳ....

13-🕺ଏଇ ଆମ ଅଗଣା ସଙ୍ଗୀତର ଠିକଣା

ନୂଆଁ ନୂଆଁ ଗୀତ ଶିଖିବାର

No 1 ମିଡ଼ିଆ କହେ ଆମ ଓଡ଼ିଆ

ସଙ୍ଗୀତର ଆଉ ଏକ ଧାର

ସ୍ୱର ଓଡ଼ିଶାର ... ସ୍ୱର ଓଡ଼ିଶାର--2

更多Odia song熱歌

查看全部logo