menu-iconlogo
huatong
huatong
avatar

Samayata dia jebe ajana dukha HD.track

PRABHAT creationhuatong
★᭄ꦿ᭄ꦿPℛᎯℬℋᎯᏆ𝄞ℳℳ𝄞huatong
歌詞
作品
SAMAYATA DiA JEBE AJANA DUKHA

࿐࿐࿐༄༄༄༄༄࿐࿐࿐

Lyrics {ପ୍ରଭାତ}

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-00:45

ହୋ.. ସମୟଟା ଦିଏ ଯେବେ ଅଜଣା ଦୁଃଖ..

କେମିତି ବୁଝିବ କୁହ ନିରୀହ ଲୋକ

༄࿐࿐༄࿐༄࿐༄࿐༄

ହୋ.. ସମୟଟା ଦିଏ ଯେବେ ଅଜଣା ଦୁଃଖ..

କେମିତି ବୁଝିବ କୁହ ନିରୀହ ଲୋକ

ଯେତେ କାନ୍ଦିଲେ ବି ଲୁହ ତୋ ସରେନା

ଯେତେ ପୋଛି ଲେବି..ଆଖି ତୋ ସୁଖେନା

ଜୀବନ ଛଡ଼େଇ ନିଏ..ଓଠରୁ ହସ ...

ତୁ କଇଁ କଇଁ କାନ୍ଦୁ ଥାରେ ମୁଖା ପିନ୍ଧା ମଣିଷ-

ହୋ~~ମୁଖା ପିନ୍ଧା ମଣିଷ..

ତୁ କଇଁ କଇଁ କାନ୍ଦୁ ଥାରେ ମୁଖା ପିନ୍ଧା ମଣିଷ-

ହୋ~~ମୁଖା ପିନ୍ଧା ମଣିଷ

Lyrics {ପ୍ରଭାତ}

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-02:53

ହୃଦୟକୁ ପାଖେ ଯେବେ ଝରି ଯାଏ ଲୁହ..

ସେ ଲୁହରେ ଲିଭି ଯାଏ ହସ ହସ ମୁଁହ

༄࿐࿐༄࿐༄࿐༄࿐༄

ହୋ~ସମୟଟା ଖେଳେ ଯେବେ ବହୁ ଚୋରି ଖେଳ..

ଭାଗ୍ୟଟା ଭଗାରି ସାଜେ ଫଟାଏ କପାଳ

ଯେତେ ବୁଝିଲେବି ଲାଗେସେ ଅବୁଝା

ଯେତେ ଭଲ କଲେ ମିଳେ ଜମ୍ମ ସଜା

ସୁଖର ସମୟ..ଏବେ ହେଇଛି ଶେଷ...

ତୁ କଇଁ କଇଁ କାନ୍ଦୁ ଥାରେ ମୁଖା ପିନ୍ଧା ମଣିଷ-

ହୋ~~ମୁଖା ପିନ୍ଧା ମଣିଷ

ତୁ କଇଁ କଇଁ କାନ୍ଦୁ ଥାରେ ମୁଖା ପିନ୍ଧା ମଣିଷ-

ହୋ~~ମୁଖା ପିନ୍ଧା ମଣିଷ

Lyrics {ପ୍ରଭାତ}

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-05:02

ସପନକୁ ଆଶା ବାନ୍ଧି ବସେ ଯେବେ ଆଖି..

ନିଦବି ଭଗାରି ହୁଏ ଦିଏ ତାକୁ ଠକି

༄࿐࿐༄࿐༄࿐༄࿐༄

ହୋ~ଭର ଶାର ବରର୍ଷାରେ ଝରେ ଖାଲି ନିଆଁ..

ଜାଳି ପୋଡ଼ି ଦିଏ ସିଏ ହସର ଦୁନିଆଁ

ଏଦୁନିଆ କରେ କେତେ ଲୋକ ହସା

ବୁଝି ହୁଏ ନାହିଁ ହୃଦୟର ଭାଷା

ଜୀଇଁ ବାଟା ଲାଗେ ଏଠି ହଳ ହଳ ବିଷ..-

ତୁ କଇଁ କଇଁ କାନ୍ଦୁ ଥାରେ ମୁଖା ପିନ୍ଧା ମଣିଷ-

ହୋ~~ମୁଖା ପିନ୍ଧା ମଣିଷ

ତୁ କଇଁ କଇଁ କାନ୍ଦୁ ଥାରେ ମୁଖା ପିନ୍ଧା ମଣିଷ-

ହୋ~~ମୁଖା ପିନ୍ଧା ମଣିଷ

{ସମାପ୍ତ}

更多PRABHAT creation熱歌

查看全部logo