menu-iconlogo
huatong
huatong
avatar

Banchibara Bahana

Sabisesh/Archana Padhihuatong
Prashant_chhurahuatong
歌詞
作品
New Odia Song Banchibara bahana

Start- 00:20=03:51

M-ହାଁ............ହାଁ.............ହାଁ.............

ତତେ ଦେଖି ଦେଇ ମୋ ଆଖିର ଲୋଭ ବଢିଗଲା

ସୁନ ସାନ୍ ମନ ମହଲରେ ଭିଡଲାଗି ଗଲା

ତୋ ପାଇଁ ପାଣି ର ସୋଷ ବଢିଗଲା

ନିଆ ଭି ଇଚ୍ଛା ରେ ଜଳି ସାରି ଗଲା

ଜାଣେ ନା ଜାଣେ ନା ତତେ କା ସାଥେ କରିବି ତୁଳନା..…..........

କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

F- ତତେ ଚାହିଁ ଦେଇ ମୋ ଓଠ ରୁ ଭାଷା ସରିଗଲା

ମୋ ଭାବନାର ଗାଁ ସାରା ଗହଳି ଲାଗିଲା

ଅ କୁହା ଖୁସି ରେ ମନ ହଜିଗଲା ହୃଦୟ ଗଳିରେ ପ୍ରେମ ଦେଖା ହେଲା

ଜାଣେ ନା ଜାଣେ ନା ତତେ କୋଉ ନା ଦେବୀ କହ ନା

କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

Music ?

(Request. Kasturi Padhi HMN)

(Upload. Prashant_chhura

SM ID. 62120758154)

(Correction. PC MUSIC

Room ID. 116477776)

Request New Track. 8917630162

Antara• 02:22=01:49

F- ହାଁ ହାଁ ହାଁ ହାଁ ହାଁ ହାଁ ହାଁ ହାଁ ହାଁ ହାଁ ହାଁ

M-ଲାଗେ ଆଜି କାହିଁ ହାଏରେ ପ୍ରେମ ଋତୁ ଆସିଛି କି ଆଗୁଆ

ମେଘ ଚିହ୍ନ ନାହି ଆକାଶେ ତଥାପି ପାଗ ଲାଗେ ମେଘୁଆ

F- ଗୁମ୍ ସୁମ୍ ଥିଲା ମନ ଅଗଣା ହାଏ ରେ ତୋ ପାଇଁ ଗଲା ଚହଲି

ଏତେ ପ୍ରେମ ଥିଲା ଜୀବନେ ହାଏ ରେ ଆପେ ଆପେ ସବୁ ଜାଣିଲି

ତୋ ପାଇଁ ସକାଳ ନିରିରେ ଆସିଲା

M- ଅ ଫୁଟା ଫୁଲ ବୀ ମହକି ବସିଲା

ଜାଣେ ନା ଜାଣେ ନା ତୁ କୋଉ କବିତା ର କଲ୍ପନା.....

କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

F-କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

M-କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

F-କେମିତି ତୁ ହେଳୁ ମୋର ବଞ୍ଚିବାର ବାହାନା

The End

{Thank you for your joining}

(Request. Kasturi Padhi HMN)

(Upload. Prashant_chhura

SM ID. 62120758154)

(Correction. PC MUSIC

Room ID. 116477776)

Request New Track. 8917630162

更多Sabisesh/Archana Padhi熱歌

查看全部logo
Banchibara Bahana Sabisesh/Archana Padhi - 歌詞和翻唱