menu-iconlogo
logo

Chup Chup Chori

logo
avatar
Sourin/Manmath Mishralogo
🎧🇷​🇾​✳️🇦​🇳​🎧logo
前往APP內演唱
歌詞
༆༂༒RYAN༒SANGEETA༒

༒MANASI༒APARAJITA༒

starmaker ଓଡ଼ିଶା

Time start- 00:23=03:53

M-ସପନରେ ଆସି, ଯେବେଠୁ ରହିଲୁ, ଆଖିରେ ମୋ ଘର କରି..

ଜାଣିନି କେମିତି ହେଇଗଲା ପ୍ରେମ

ଚୁପ୍ ଚୁପ୍ ଚୋରି ଚୋରି..ଚୁପ୍ ଚୁପ୍ ଚୋରି ଚୋରି..

F-ସୁରେ ସୁରେ ଆସି, ଯେବେଠୁ ରହିଲୁ, ଛାତି ରେ ମୋ ଘର କରି..

ହଉ ହଉ ବୋଧେ ହେଇଗଲା ପ୍ରେମ

M/F-ଚୁପ୍ ଚୁପ୍ ଚୋରି ଚୋରି..ଚୁପ୍ ଚୁପ୍ ଚୋରି ଚୋରି..

ଚୁପ୍ ଚୁପ୍ ଚୋରି ଚୋରି..

ଚୁପ୍ ଚୁପ୍ ଚୋରି ଚୋରି..ଚୋରି ଚୋରି..ଚୋରି ଚୋରି..

next line- 01:40=02:35

M-ବୁଲବୁଲ୍ ମନ ଚଢ଼େଇ,

ତୋ ପାଖକୁ ଦେଲି ଉଡେଇ

ଜାଣି ମୁଁ ନଥିଲି, ଏତେ ସହଜରେ, ଧରିନେବୁ ହାତ ବଢେଇ

F-ବୁଲବୁଲ୍ ମନ ଚଢ଼େଇ,

ତୋ ପାଖକୁ ନେଲୁ ଉଡେଇ

ମୋ ମନ ତୋ ପାଖେ ତୋ ମନ ମୋ ପାଖେ

ଆଗକୁ ଦେ କଥା ବଢେଇ

M-ଦେଖୁ ଦେଖୁ ତତେ, ମୋ ଆଖିର ନିଦ, ଚାଲିଗଲା ପର କରି

ଦେଖୁ ଦେଖୁ ତତେ.. ହେଇଗଲା ପ୍ରେମ..

ଚୁପ୍ ଚୁପ୍ ଚୋରି ଚୋରି..ଚୁପ୍ ଚୁପ୍ ଚୋରି ଚୋରି..

M/F-ଚୁପ୍ ଚୁପ୍ ଚୋରି ଚୋରି..

ଚୁପ୍ ଚୁପ୍ ଚୋରି ଚୋରି..ଚୋରି ଚୋରି..ଚୋରି ଚୋରି..

next line- 03:13=01:03

F-ହଲଚଲ୍ ମନ ଇଲାକା

ହେଇଗଲି ତୋର ପ୍ରେମିକା

କଥା ମୁଁ ଦଉଚି, ସାଥିରେ ମୁଁ ଅଛି, ଆଜି ଠାରୁ ନୁହେ ତୁ ଏକା

M-ହୋ..ଝିଲମିଲ୍ ସ୍ବପ୍ନ ଇଲାକା

ଲାଗୁଥିଲା ଗପ ପରିକା

ଜାଣି ମୁଁ ନଥିଲି, ମିଛ ଗପ ଦିନେ, ହେଇଯିବ ସତ ସତିକା

F-ଆଖିରେ ଓଠରେ, ଯେବେଠୁ ରହିଲୁ, ମନ କୁ ମୋ ଚୋରି କରି

ହଉ ହଉ ଧିରେ ହେଇଗଲା ପ୍ରେମ

ଚୁପ୍ ଚୁପ୍ ଚୋରି ଚୋରି..ଚୁପ୍ ଚୁପ୍ ଚୋରି ଚୋରି..

M/F-ଚୁପ୍ ଚୁପ୍ ଚୋରି ଚୋରି..

ଚୁପ୍ ଚୁପ୍ ଚୋରି ଚୋରି..ଚୋରି ଚୋରି..ଚୋରି ଚୋରି..

THANK YOU

GOD BLESS YOU