UPLOADED
ℬℐЅᏇᎯᎫℐᏆ
BISWA:MUSIC:CARE
ଏଥର ଫଗୁଣେ ବାଜିବ ଲୋ ବାଜା
ତୁ ହବୁ ରାଣୀ ମୁଁ ହେବି ତୋ ରଜା
ଏଥର ଫଗୁଣେ ବାଜିବ ଲୋ ବାଜା
ତୁ ହବୁ ରାଣୀ ମୁଁ ହେବି ତୋ ରଜା
ମୁଁ ଯିବି ତୋ ଗାଁ କୁ ପଗଡ଼ି ବାନ୍ଧି ଲୋ ପଗଡ଼ି ବାନ୍ଧି....
ନୂଆ ପାଲିଙ୍କି ହଉଚି ସଜା
ନୂଆ ପାଲିଙ୍କି ହଉଚି ସଜା
FOR MORE TRACK SEARCH-
BISWA:MUSIC:CARE
SAI:SARGAM:FAMILY
ମୁଁ ଆସିବି ତୋ ଘରକୁ ରୋଷଣୀ କରି
ତୋ ଦୁଆରେ ବଜେଇ ଦେବି ଯୋଡ଼ି ମହୁରୀ
丹丹丹丹丹丹丹丹丹丹丹
ଏ ମୁଁ ଆସିବି ତୋ ଘରକୁ ରୋଷଣୀ କରି
ତୋ ଦୁଆରେ ବଜେଇ ଦେବି ଯୋଡ଼ି ମହୁରୀ
ଏଥର ଫଗୁଣେ ଗଢ଼ା ହବ ବେଦୀ
କଉଡ଼ି ଖେଳିବୁ ହାତେ ହାତ ଛନ୍ଦି
ତୁ ସାଜିବୁ ମୋ ପାଇଁ ବୋହୁ ବୋହୁକା ଲୋ ବୋହୁ ବୋହୁକା...
ତତେ ଗହଣା ହବ ଲୋ ଖଞ୍ଜା
ତତେ ଗହଣା ହବ ଲୋ ଖଞ୍ଜା
SONG LRC BY-ANKITA
FOR MORE TRACK SEARCH-
BISWA:MUSIC:CARE
SAI:SARGAM:FAMILY
ଦିନ ଚାରଟି ଯିବ ଲୋ ବିତି ହବ ଚଉଠି
ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି
丹丹丹丹丹丹丹丹丹丹丹
ଏ ଦିନ ଚାରଟି ଯିବ ଲୋ ବିତି ହବ ଚଉଠି
ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି
ଏଥର ଫଗୁଣେ ନ ଥିବ ଟିକିଲି
ସିନ୍ଦୁର ନାଇଁ ତୁ ଦିଶୁବୁ ସୁନ୍ଦରୀ
ତୁ ବସିବୁ ମୋ ପାଇଁ ଚୂଲି ମୁଣ୍ଡରେ ଲୋ ଚୂଲି ମୁଣ୍ଡରେ....
ବାସି ପଖାଳ ଲାଗିବ ମଜା
ବାସି ପଖାଳ ଲାଗିବ ମଜା
,,,,,,ସମାପ୍ତ,,,,,,,,,,