menu-iconlogo
huatong
huatong
avatar

Jete Tu Paruchu De Re Dukha

Sri Charanhuatong
nillagahuatong
歌詞
作品
SIDHARTH MUSIC

Special Dedicated To

Track By SIDHARTH MUSIC

Song Name ଯେତେ ତୁ ପାରୁଚୁ ଦେରେ ଦୁଃଖ...

ଜୟ ଜଗନ୍ନାଥ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

ମୁ ଜିତି ଯିବି ତୁ ହାରି ଯିବୁ

କଳା ଶ୍ରୀମୁଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

Music....

Follow By sidharth siddh

ଦୁଃଖ ହାରି ବୋଲି ତତେ ଜାଣେ ଦୁନିଆ

ମୋହରି ପାଖରେ ତୋର ବୁଡି ବରେ ନା

ହଁ ନଜର ଫେରେଇ ନେଲେ ଏଇ ଦୁଃଖିରୂ

ନିଦ ହଜି ଯିବ ତୋର ଚକା ଆଖିରୁ

ହେ ଦୁଃଖ ର ହର

ରଖିବା କୁ ତୋର

ନଜର ଟେକ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

Music....

Like and Follow ‍️

ତୋ ମନ କହିବ ତତେ

ଦିନେ ନା ଦିନେ

ଅବିଚାର କଲୁ ବୋଲି ଏ ଦୁଖୀ ଜନେ

ହଁ ସେତେବେଳେ ହାରିଯିବୁ, ନିଜ ପାଖରେ

ଆପେ ଆପେ ସୁଖ ଦେବୁ ଏଇ ଦୁଖିରେ

ଭକ୍ତ ଭଗବାନ

ମାନ ଅଭିମାନ

ହେବ ପରଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

ମୁ ଜିତି ଯିବି ତୁ ହାରି ଯିବୁ

କଳା ଶ୍ରୀମୁଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ

ଦୁଃଖ କୁ ଭାବି ନେଇଚି ଜୀବନେ ସୁଖ

Jay jagannath

更多Sri Charan熱歌

查看全部logo

猜你喜歡