menu-iconlogo
huatong
huatong
avatar

Dekhibaku Ichha Huye Baramba

Swayam padhi/Antara Chakrabortyhuatong
prdsherlhuatong
歌詞
作品
ନାଁ ନାଁ ହେ ହେ ଆହା ଆହା ହା

ନାଁ ରେ ନାଁ ନାଁ ନାଁ..

ହେ ହେ ଆହା ଆହା ହା

ପୁ.. ତୋ ମୁହଁ ଯେବେ ଭାବନା ରେ ଦିଶି ଯାଏ

ଭୋର ହଉ ହଉ ସଞ୍ଜ କାଇଁ ଆସି ଯାଏ..

ହୋ ଟି ମୁହଁ ଯେବେ ଭାବନା ରେ ଦିଶି ଯାଏ

ଭୋର ହଉ ହଉ ସଞ୍ଜ କାଇଁ ଆସି ଯାଏ..

ପ୍ରେମର ନିଲ ଋତୁ ଟେ ତୁ

ନାମ ହିନ ଗୋଟେ ପକ୍ଷୀ ଟେ ମୁଁ

କେଜାଣି ଇଏ କି ନୂଆ ଅଭ୍ୟାସ ମୋର

ଦେଖିବାକୁ ତତେ ଇଚ୍ଛା ହୁଏ ବାରମ୍ବାର

ପାଇବାକୁ ତତେ ଇଚ୍ଛା ହୁଏ ବାରମ୍ବାର..

ଝିଅ.. ଖୋଜିବାକୁ ତତେ ଇଚ୍ଛା ହୁଏ ବାରମ୍ବାର..

ଭାବିବାକୁ ତତେ ଇଚ୍ଛା ହୁଏ ବାରମ୍ବାର..

ଝିଅ.. ସପନ ରେ ମୋର ଥରେ ଅଧେ

ଦେଖି ଥିଲେ ଦେଖି ଥିବି..

ହେଲେ କଳ୍ପନା ରେ ସବୁ ଦିନ ଅଙ୍କେ

ରଙ୍ଗ ଭରା ସେଇ ଛବି...

ପୁ.. ହଁ ତୁ କୋଣାର୍କ ର ରଙ୍ଗ ସାଳା

ଅଜନ୍ତା ଏ ଲୋରା ରୂପ

ନିତି ଲେଖି ପୁଣି ନିତି ଚିରୁ ଥାଏ

ତୋ ନାଁ ରେ କେତେ ଗପ...

ତୋ ନାଁ ରେ କେତେ ଗପ..

ଝିଅ.. ମୋ ଚିତ୍ର ର ପୃଥିବୀ ତୁ

ତୋ ଅଜଣା ବାନ୍ଧବୀ ମୁଁ ଜଣେ ନାହିଁ ଏ କେମିତି ମିଠା ଅପେକ୍ଷା ମୋର

ଖୋଜିବାକୁ ତତେ ଇଚ୍ଛା ହୁଏ ବାରମ୍ବାର

ଭାବି ବାକୁ ତତେ ଇଚ୍ଛା ହୁଏ ବାରମ୍ବାର...

ପୁ.. ଦେଖିବାକୁ ତତେ ଇଚ୍ଛା ହୁଏ ବାରମ୍ବାର

ପାଇବାକୁ ତତେ ଇଚ୍ଛା ହୁଏ ବାରମ୍ବାର..

ଝିଅ.. ନାଁ ରେ ନାଁ ନାଁ ନାଁ

ହେ ଆହା ହା ହା...

ପୁ.. ବୁଢିଆଣୀ ସୂତା ପରି ସତେ

ଏ କେମିତି ପ୍ରେମ ଫାସ

ଧିରେ ଧିରେ ମତେ ତୋ ଆଡ଼କୁ ଟାଣେ

କରି ପାରୁନି ବିଶ୍ୱାସ....

ଝିଅ.. ହୋ ଆଜି ଯାଏ ଦେଖିନି ତୋ ପରି

ଏମିତି ପାଗଳ ପୁଅ

ମନ କଥା ମୋର କହିନି ତତେ ମୁଁ

କେମିତି ଶୁଣିଲୁ କହ

କେମିତି ଶୁଣିଲୁ କହ..

ପୁ... ଲାଗେ ହାତ ମୋର ଧରିଚୁ ତୁ

ଆଖି ବୁଜି ବାଟ ଚାଲୁଛି ମୁଁ..

ଚାଲିବାର ତୁ ଶେଷ ଠିକଣା ମୋର...

ଦେଖିବାକୁ ତତେ ଇଚ୍ଛା ହୁଏ ବାରମ୍ବାର

ପାଇବାକୁ ତତେ ଇଚ୍ଛା ହୁଏ ବାରମ୍ବାର..

ଝିଅ.. ଖୋଜିବାକୁ ତତେ ଇଚ୍ଛା ହୁଏ ବାରମ୍ବାର

ଭାବିବାକୁ ତତେ ଇଚ୍ଛା ହୁଏ ବାରମ୍ବାର...

更多Swayam padhi/Antara Chakraborty熱歌

查看全部logo