ଏ ଘର ହେବ ପର...... 
? 
ମଶାଣି ନିଜର.... 
? 
ଏ ଘର ହେବ ପର 
ମଶାଣି ନିଜର.... 
ଏ ଗାଡି ହେବ ପର 
କୋକେଇ ନିଜର 
ଆଲୋ କଣ୍ଢେଇ......ଗଲା ବେଳେ ନେଇଯିବୁ କଣ ମୁଣ୍ଡେଇ କଣ ମୁଣ୍ଡେଇ (2) 
ଏ ଘର ହେବ ପର 
ମଶାଣି ନିଜର.... 
ଏ ଗାଡି ହେବ ପର 
କୋକେଇ ନିଜର 
? ? JAGANNATH ? PREMI ? ? 
Room id 171653 
Time 9.00am 
ଏଇ ମାଟି ପଡିଛି କେତେ ଗଲେଣି 
ତୁ ମାଟି କଣ୍ଢେଇ ଏତେ ଫୁଟାଣି.. 
? 
ଏଇ ମାଟି ପଡିଛି କେତେ ଗଲେଣି 
ତୁ ମାଟି କଣ୍ଢେଇ ଏତେ ଫୁଟାଣି.. 
ରହିବ ନାହିଁ ଏ ରଙ୍ଗ ତୋହରି.. 
ଗରବ ତେଜି ତୁ ଭଜ ଶ୍ରୀ ହରି 
ଆଲୋ କଣ୍ଢେଇ....ମିଛ କେବେ ପାରେ ନାହିଁ ସତ୍ୟ କୁ ଭଣ୍ଡେଇ ସତ୍ୟ କୁ ଭଣ୍ଡେଇ(2) 
ଏ ଘର ହେବ ପର 
ମଶାଣି ନିଜର.... 
ଏ ଗାଡି ହେବ ପର 
କୋକେଇ ନିଜର 
 Request by ଜୀବନ ଦାସ 
? ? JAGANNATH ? PREMI ? ? 
ସକାଳର ଫୁଲ ତୁ ମୋ ସନ୍ଜେ ଝରିବୁ 
ପ୍ରଭୁ ପାଦେ ଝରିଲେ ଭବୁ ତରିବୁ 
? 
ସକାଳର ଫୁଲ ତୁ ମୋ ସନ୍ଜେ ଝରିବୁ 
ପ୍ରଭୁ ପାଦେ ଝରିଲେ ଭବୁ ତରିବୁ 
ଫୁଲର ମୂଲ ତୋ ଜାଣନ୍ତି ହରି 
ଜୀବନ ସାର୍ଥକ ଦିଅନ୍ତି କରି 
ଆଲୋ କଣ୍ଢେଇ.....ପ୍ରଭୁପାଦେ ଆପଣାକୁ ଦିଅ ଲୋ ହଜେଇ ଦିଅ ଲୋ ହଜେଇ (2) 
? 
ଏ ଘର ହେବ ପର 
ଏ ମଶାଣି ନିଜର.... 
ଏ ଗାଡି ହେବ ପର 
ଏ କୋକେଇ ନିଜର 
ଆଲୋ କଣ୍ଢେଇ......ଗଲା ବେଳେ ନେଇଯିବୁ କଣ ମୁଣ୍ଡେଇ କଣ ମୁଣ୍ଡେଇ (2) 
କଣ ମୁଣ୍ଡେଇ କଣ ମୁଣ୍ଡେଇ