ମୋ ପାପ ମୁଁ ବୁଝିବାର ଅନେକ ଆଗରୁ.... ପ୍ରଭୁ 
କ୍ଷମା କରି ପାର ମୋତେ 
ମୁଁ ଭାବୁଚି ଜଗନ୍ନାଥ ପତିତର ନାଥ.... 
ତୁମେ କେଡେ ଦୟାବନ୍ତ ସତେ.. 
ମୋ ପାପ ମୁଁ ବୁଝିବାର ଅନେକ ଆଗରୁ.... ପ୍ରଭୁ 
କ୍ଷମା କରି ପାର ମୋତେ 
ଜଗନ୍ନାଥ ପ୍ରେମୀ 
ROOM ID 171653 
Time 9.00am 
ଜାଣିଛି ଯେବେ ଅବାଟେ ଯିବି ମୋ ପୁଣ୍ଯ ହେବ ଦୂର 
ବାହୁଡା ଦିନ ଯେତିକି ପାଖ ସେତିକି ଲାଗେ ଡର 
  ଜାଣିଛି ଯେବେ ଅବାଟେ ଯିବି ମୋ ପୁଣ୍ଯ ହେବ ଦୂର 
ବାହୁଡା ଦିନ ଯେତିକି ପାଖ ସେତିକି ଲାଗେ ଡର 
ମୋ ବାଟ ମୁଁ ହରେଇବା ଅନେକ ଆଗରୁ... ପ୍ରଭୁ 
ଅନ୍ଧ କରିଦିଅ ମୋତେ.. 
ମୁଁ ଭାବୁଚି ଜଗନ୍ନାଥ ପତିତର ନାଥ.... 
ତୁମେ କେଡେ ଦୟାବନ୍ତ ସତେ.. 
 Request by ସମସ୍ତ ଜଗନ୍ନାଥ ପ୍ରେମି ଭକ୍ତବୃନ୍ଦ 
ROOM ID 171653 
ଜନମ ତୁମେ ଦେଇଛ ସିନା କରମ ଦେଇ ନାହଁ 
ଜାଣିଛି ମୁହିଁ ଅକର୍ମ କଲେ ଚାହିଁବ ନାହିଁ ମୁହଁ 
  ଜନମ ତୁମେ ଦେଇଛ ସିନା କରମ ଦେଇ ନାହଁ 
ଜାଣିଛି ମୁହିଁ ଅକର୍ମ କଲେ ଚାହିଁବ ନାହିଁ ମୁହଁ 
ମୋ କର୍ମ ମୁଁ ଭୁଲିବାର ଅନେକ ଆଗରୁ... ପ୍ରଭୁ 
ବାହୁଡ଼ାଇ ନିଅ ମୋତେ.. 
ମୁଁ ଭାବୁଚି ଜଗନ୍ନାଥ ପତିତର ନାଥ.... 
ତୁମେ କେଡେ ଦୟାବନ୍ତ ସତେ.. 
ମୋ ପାପ ମୁଁ ବୁଝିବାର ଅନେକ ଆଗରୁ.... ପ୍ରଭୁ 
କ୍ଷମା କରି ପାର ମୋତେ 
ମୁଁ ଭାବୁଚି ଜଗନ୍ନାଥ ପତିତର ନାଥ.... 
ତୁମେ କେଡେ ଦୟାବନ୍ତ ସତେ..