ନୀଳଚକ୍ର ନେତ ବାରହାତ...(4) 
ସେ ନେତକୁ ଥରେ ହାତ ଯୋଡ଼ିଦେଲେ (2) 
ସ୍ଵର୍ଗଦ୍ଵାରେ ଜାଗା ମିଳେ ଚାରିହାତ 
ନୀଳଚକ୍ର ନେତ ବାରହାତ...(2) 
ଜଗନ୍ନାଥ ପ୍ରେମୀ 
ROOM ID 171653 
Time 9.00am 
ମର୍ତ୍ତ୍ୟ ବୈକୁଣ୍ଠ ନିତ୍ୟ ବୃନ୍ଦାବନ ନୀଳାଚଳ ଧାମ ଶ୍ରୀକ୍ଷେତ୍ର 
ରତ୍ନ ସିଂହାସନେ ଚକା ପାରି ଦେଇ ବସିଛି ଲୋ କଳା ସାଆନ୍ତ 
ଶ୍ରୀ ଅଙ୍ଗେ ପାଟ ଲୁଗା ଦିଶେ କି ସୁନ୍ଦର 
ଭକତ ପାଇଁ ଖୋଲା ତାର ଶ୍ରୀ ମନ୍ଦିର 
ଶ୍ରୀ ଅଙ୍ଗେ ପାଟ ଲୁଗା ଦିଶେ କି ସୁନ୍ଦର 
ଭକତ ପାଇଁ ଖୋଲା ତାର ଶ୍ରୀ ମନ୍ଦିର 
ପାଟ ଖଣ୍ଡୁଆ ଲୋ ବାରହାତ(4) 
ଜଗମୋହନ ରେ ଦୀପ ଜାଳିଦେଲେ (2) 
ସ୍ଵର୍ଗଦ୍ଵାରେ ଜାଗା ମିଳେ ଚାରିହାତ 
ନୀଳଚକ୍ର ନେତ ବାରହାତ...(2) 
Song upload by laxman 
Request by ସମସ୍ତ ଜଗନ୍ନାଥ ପ୍ରେମି ଭକ୍ତବୃନ୍ଦ 
ROOM ID 171653 
ଜଗନ୍ନାଥ ନାମ ଚାରୋଟି ଅକ୍ଷର ଦୁନିଆରେ ସର୍ବ ମଙ୍ଗଳ 
ପତିତ ଜନଙ୍କୁ ଉଧାରିବା ପାଇଁ ଚାହିଁଚି ଲୋ ନେତ୍ର କୋମଳ 
ଏମିତି ଦିଅଁ ଟିଏ ନାହିଁ ଏଇ ଜଗତେ 
ଦେଖିଛି ଥରେ ଯିଏ  ଯିବ ସେ ପରତେ 
ଚକ ଗଡିଗଲେ ବାରହାତ (4) 
ନନ୍ଦିଘୋଷ ରଥେ ଜଗାକୁ ଦେଖିଲେ( 2) 
ସ୍ଵର୍ଗଦ୍ଵାରେ ଜାଗା ମିଳେ ଚାରିହାତ 
ନୀଳଚକ୍ର ନେତ ବାରହାତ...(2) 
ପାଟ ଖଣ୍ଡୁଆ ଲୋ ବାରହାତ 
ଚକ ଗଡିଗଲେ ବାରହାତ