menu-iconlogo
huatong
huatong
avatar

HQ-MANA PAKHI JHURE KALIA RE JP 171653

ODIA BHAKTIhuatong
LB🎵MUSICAL🎶🎻ଓଡ଼ିଆ🎉huatong
Lyrics
Recordings
ମନପକ୍ଷୀ ଝୁରେ କାଳିଆରେ

ମନପକ୍ଷୀ ଝୁରେ କାଳିଆରେ

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

ଡେଣା ନାହିଁ ମୋର ପଥ ତୋର ଦୂର

ଡେଣା ନାହିଁ ମୋର ପଥ ତୋର ଦୂର

ହାତରେ ନାହିଁ କଉଡି....

ମନପକ୍ଷୀ ଝୁରେ କାଳିଆରେ

ମନପକ୍ଷୀ ଝୁରେ କାଳିଆରେ

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

JAGANNATH PREMI

Room id 171653

Time 9.00am

ପାହାଚଟେ ହେଇ ପଡି ରହନ୍ତି କି

ବାଇଶି ପାହଚ ତଳେ

ଶ୍ରୀଚରଣ ଧୂଳି ପଡୁଥିବ ଝରି

ଶ୍ରୀଗୁଣ୍ଡିଚାଜାତ ବେଳେ

ପାହାଚଟେ ହେଇ ପଡି ରହନ୍ତି କି

ବାଇଶି ପାହଚ ତଳେ ବାଇଶି ପାହଚ ତଳେ

ଶ୍ରୀଚରଣ ଧୂଳି ପଡୁଥିବ ଝରି

ଶ୍ରୀଗୁଣ୍ଡିଚାଜାତ ବେଳେ..ଶ୍ରୀଗୁଣ୍ଡିଚାଜାତ ବେଳେ..

ତୋ ରଥ ଦଉଡି କରିଥାନ୍ତୁଯଦି

ତୋ ରଥ ଦଉଡି କରିଥାନ୍ତୁ ଯଦି

ଭକତେ ନିଅନ୍ତେ ଭିଡି...

ମନପକ୍ଷୀ ଝୁରେ କାଳିଆରେ

ମନପକ୍ଷୀ ଝୁରେ କାଳିଆରେ

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

Request by ମାନଦା

JAGANNATH PREMI

ହୋଇଥାନ୍ତି ଯଦି କୋଇଲିବୈକୁଣ୍ଠ

ବଗିଚା ତୁଳସୀ ଟିଏ

କଳା ଶ୍ରୀ ଅଙ୍ଗରେ ଲାଗି

ରହିଥାନ୍ତି ସକାଳରୁ ସଞ୍ଜ ଯାଏଁ

ହୋଇଥାନ୍ତି ଯଦି କୋଇଲିବୈକୁଣ୍ଠ

ବଗିଚା ତୁଳସୀ ଟିଏ ବଗିଚା ତୁଳସୀଟିଏ

କଳା ଶ୍ରୀ ଅଙ୍ଗରେ ଲାଗି

ରହିଥାନ୍ତି ସକାଳରୁ ସଞ୍ଜ ଯାଏଁ

ସକାଳରୁ ସଞ୍ଜ ଯାଏଁ

ଘାସ ଫୁଲଟିଏ କରିଥାନ୍ତୁ ଯଦି..

ଘାସ ଫୁଲଟିଏ କରିଥାନ୍ତୁ ଯଦି..

ଭକତେ ଚାଲନ୍ତେ ମାଡି..

ମନପକ୍ଷୀ ଝୁରେ କାଳିଆରେ

ମନପକ୍ଷୀ ଝୁରେ କାଳିଆରେ

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

ଡେଣା ନାହିଁ ମୋର ପଥ ତୋର ଦୂର

ଡେଣା ନାହିଁ ମୋର ପଥ ତୋର ଦୂର

ହାତରେ ନାହିଁ କଉଡି....

ମନପକ୍ଷୀ ଝୁରେ କାଳିଆରେ

ମନପକ୍ଷୀ ଝୁରେ କାଳିଆରେ

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

ଯାଆନ୍ତି ତୋ ପାଖକୁ ଉଡି...

More From ODIA BHAKTI

See alllogo

You May Like