କହ୍ନେଇ ଗୋଠରୁ ଫିଟିଲା ଗାଈ 
କହ୍ନେଇ ଗୋଠରୁ ଫିଟିଲା ଗାଈ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
ସୁଧାର ଗାଈ ଟା ହେଲା ଉଲେଇ 
ସୁଧାର ଗାଈ ଟା ହେଲା ଉଲେଇ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
?JAGANNATH ?PREMI ? 
Room id 171653 
Time 7:00pm 
ତାର ଗାଈ ଜଗା ସିନା ବାହାନା 
ତୋର ନ ଗଲେ ନ ଚଳେ ଯମୁନା 
ସେ ତ ଗାଈ ଛାଡ଼ି ଦେଇ ବଣରେ 
ଲୁଚି ବସିବ କଦମ୍ବ ମୂଳ ରେ 
ଚାତକ ପରି ସେ ଥିବ ଅନେଇ 
ଦେଖିଲେ ବଇଁଶି ଦେବ ବଜେଇ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
laxman uploaded 
Lyrics - kshemankari 
? ? JAGANNATH ? PREMI ? ? 
ଏତେ ଝିଅ ବହୁ ଥାଇ ଗୋପରେ 
କାହ୍ନୁ ପାଗଳ ହେଲା ତୋ ରୂପରେ 
ଘିଅ ଢାଳି ଢାଳି ପ୍ରେମ ଦୀପରେ 
ନୀତି ଜଳିଲା ପୀରତି ପାପରେ 
ବଡ଼ ସାନ କିଛି ମାନିଲା ନାହିଁ 
ପ୍ରୀତି ପାଇଁ ରୀତି ଦେଲା ବୁଡ଼େଇ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
କହ୍ନେଇ ଗୋଠରୁ ଫିଟିଲା ଗାଈ 
କହ୍ନେଇ ଗୋଠରୁ ଫିଟିଲା ଗାଈ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
ସୁଧାର ଗାଈ ଟା ହେଲା ଉଲେଇ 
ସୁଧାର ଗାଈ ଟା ହେଲା ଉଲେଇ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ 
ରାଧା ଲୋ ତୋରି ପାଇଁ