menu-iconlogo
logo

Sara Rati Nida Bhuli

logo
avatar
Kumar Bapilogo
LB🎵MUSICAL🎶🎻ଓଡ଼ିଆlogo
Chanter dans l’Appli
Paroles
M-ହେ ହେ ହେ ହେ ହେ

F-ହା ହା ହା ହା ହା

M-ସାରା ରାତି ନିଦ ଭୁଲି

କହିବକି ଆଜିକାଲି

କଡ଼ ଲେଉଟାଅ କାହା ପାଇଁ

F-ତମ ପାଇଁ ସାଥୀ ତମ ପାଇଁ

ତମ ପାଇଁ ସାଥୀ ତମ ପାଇଁ

ଚାଲୁ ଚାଲୁ ଚଲାବାଟେ

କହିବକି ତମେ ଏତେ

ବାଟ ଭୁଲିଯାଅ କାହା ପାଇଁ

M-ତମ ପାଇଁ ସାଥୀ ତମ ପାଇଁ

ତମ ପାଇଁ ସାଥୀ ତମ ପାଇଁ.....

M-ଭୋର ହେଲେ ବଗିଚାରୁ, କାହା ପାଇଁ ତୋଳ ଫୁଲ

F-ଫୁଲ ତୋଳେ ନିତି ତମ ପାଇଁ ସାଥୀ, ପାଉଛି ବୋଲି ମୁଁ ଭଲ

M-ସଞ୍ଜ ହେଲେ ମନ୍ଦିରରେ, କାହା ପାଇଁ ଜାଳ ଦୀପ

F-ଦୀପ ଜାଳି ତୁମ ଶୁଭ ମନାସୁଛି, କରୁ ନାହିଁ କିଛି ପାପ

M-ଆଇନାକୁ ଚାହିଁ ଚାହିଁ

କହିବକି ଆଜି କାଇଁ

ଏତେ ଲାଜ କର କାହାପାଇଁ

F-ତମ ପାଇଁ ସାଥୀ ତମ ପାଇଁ

ତମ ପାଇଁ ସାଥୀ ତମ ପାଇଁ

F-ହାତ କାଟି ରକତ ରେ, କାହା ପାଇଁ ଚିଠି ଲେଖା

M-ସେଇ ଚିଠି ଲେଖେ ତମ ପାଇଁ ଖାଲି, ତମେ ଥରେ ପଢି ଦେଖା

F-ମନ ତଳେ କାହା ଛବି, ତମେତ ଆଙ୍କିଛ କୁହ

M-ଛବି ନୁହେଁ ସେତ ତମେ ନିଜେ ଅଛ, ସବୁ ଦିନ ପୁଣି ରୁହ

F-ତମର ସେ ହୃଦୟରେ

କହିବକି ମୋତେ ଥରେ

ଜାଗା ଅଛି ଖାଲି କାହା ପାଇଁ

M-ତମ ପାଇଁ ସାଥୀ ତମ ପାଇଁ

ତମ ପାଇଁ ସାଥୀ ତମ ପାଇଁ

M-ସାରା ରାତି ନିଦ ଭୁଲି

କହିବକି ଆଜିକାଲି

କଡ଼ ଲେଉଟାଅ କାହା ପାଇଁ

F-ତମ ପାଇଁ ସାଥୀ ତମ ପାଇଁ

ତମ ପାଇଁ ସାଥୀ ତମ ପାଇଁ

ଚାଲୁ ଚାଲୁ ଚଲାବାଟେ

କହିବକି ତମେ ଏତେ

ବାଟ ଭୁଲିଯାଅ କାହା ପାଇଁ

M-ତମ ପାଇଁ ସାଥୀ ତମ ପାଇଁ

ତମ ପାଇଁ ସାଥୀ ତମ ପାଇଁ

M/F-ତମ ପାଇଁ ସାଥୀ ତମ ପାଇଁ