---M3S/136002---
ପୁ: ତୋ ନା'ରେ କେହି କହିଲେ
ତୋ ଛାଇକୁ କେହି ଛୁଇଁଲେ
ମତେ କାହିଁକି ବାଧେ....
ଝି: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
**********
ଝି: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
ପୁ: ତୋ ପାଦରେ କଣ୍ଟା ଫୁଟିଲେ
ତୋ ଦେହରେ ଖରା ପଡ଼ିଲେ
ମତେ କାହିଁକି ବାଧେ....
ଝି: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
**********
ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
---M3S/136002---
ପୁ: ଭୁଲି ମୁଁ ଯାଇଚି ଆଜି
କି' ଦିନ....କି' ରାତି
ଝି: ରାତି ଦିନ ତୁ ବୋଧେ...
ଖୋଜୁଛୁ ତୋ ସାଥି
ପୁ: ସାଥି କରିବାକୁ ତତେ..
ମନ କହେ ଡାକି..
ଝି: ଡାକି ଆଣିଲାକି ତୋତେ..
ଏଇ ମନ ଆଖି
***********
ପୁ: ତୋ ଆଖିରେ ଲୁହ ଦେଖିଲେ
ତୋ ସାଥିରେ କେହି ଗପିଲେ
ମତେ କାହିଁକି ବାଧେ....
ଝି: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
***********
ଝି: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
---M3S/136002---
ଝି: ରାତିରେ ହଉନି ନିଦ...
ଦେଖୁଛି ମୁଁ ଜହ୍ନ..
ପୁ: ସେ ଜହ୍ନକୁ ତୁ ବୋଧେ
ଦେଇଛୁ ତୋ ମନ...
ଝି: ମନ ସାରା କିଏ ଦେଲା
ମିଠା ମିଠା ଚି଼ହ୍ନ
ପୁ: ସେଇ ଚି଼ହ୍ନ ଲିଭିବନି
ନା' ତାର ପ୍ରେମ
ଝି: ତୋ ପ୍ରେମରେ କେହି ପଡ଼ିଲେ
ତୋ ବାଟରେ କେହି ଚାଲିଲେ
ମତେ କାହିଁକି ବାଧେ....
ପୁ: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
***********
ଝି: ହଁ..ତତେ......ଏ..ଏ..
ଭଲ ପାଉଛି ବୋଧେ
***********
ପୁ: ତୋ ନା'ରେ କେହି କହିଲେ
ତୋ ଛାଇକୁ କେହି ଛୁଇଁଲେ
ମତେ କାହିଁକି ବାଧେ....
ଝି: ତୁ.. ମତେ.....ଏ..ଏ...
ଭଲ ପାଉଛୁ ବୋଧେ
**********
ଝି: ମୁଁ....ତତେ.....ଏ..ଏ..
ଭଲ ପାଉଛି ବୋଧେ
---M3S/136002---