F- ଗା ଗା ଗା ଗା ନି ନି ନି ନି ଗା ଗା ଗା ଗା
ଗା ଗା ଗା ଗା ନି ନି ନି ନି ଗା ଗା ମା ପା
ମା ମା ମା ମା ଧା ଧା ପା ମା ପା ମା
ରେ ରେ ରେ ପା ମା ପା ମା ଗା
🌏 DREAM LAND🌏
ପା ମା ପା ଧା ପା ମା ଗା ମା ପା ମା,,,,,ଗା ମା ପା
Lyrics- Anjali
ରେ ଗା ରେ....
F- ବାଟ ଚାଲୁ ଚାଲୁ ମିଳିଲା ତୋ ହାତ - 2
ମିଛ ଥିଲା ଏ ହସ - 2
ଆଜି ହେଇଗଲା ସତ।
M- ବାଟ ଚାଲୁ ଚାଲୁ ଧରିଲି ତୋ ହାତ - 2
ଭଙ୍ଗା ଥିଲା ଦେଉଳ - 2
ଆଜି ଲାଗିଗଲା ନେତ।
F- ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
M- ବାଟ ଚାଲୁ ଚାଲୁ ଧରିଲି ତୋ ହାତ ।।
🌏DREAM LAND🌏
🏠ROOM ID- 847052
UPLOAD BY- MOHANTY- MUSIC
F - ଆ ଆ ଆ ଅା ଆ ଆ ଆ
ଆ ଆ ଆ ଆ ଆ ଆ ଆ
ଆ ଆ ଆ ଆ ଆ ଆ ଆ
ସା ନି ଧା ନି ଶା ଗା
କିଏ ସେ ଆସିଲା ରଙ୍ଗ ତୂଳୀ ଧରି
ବିନା ସିନ୍ଦୂର ରେ ସିନ୍ଥି ଗଲା ଭରି - 2
M- ହାଁ.. ମୋତେ ମୋ ନିଜଠୁ କଲା କିଏ ଚୋରି
ଲାଗୁଛି ଯେମିତି ପାରିବିନି ଫେରି
F- ବାର ମାସ ଏ ମନେ - 2
ଆଜି ହବ ତେର ଯାତ
M- ବାଟ ଚାଲୁ ଚାଲୁ ଧରିଲି ତୋ ହାତ
F- ବାଟ ଚାଲୁ ଚାଲୁ ମିଳିଲା ତୋ ହାତ ।।
LYRICS BY- ANJALI DASH
F- ଗା ରେ ଗା ପା ଗା ରେ ଗା ପା ଗା ଶା ଗା ଶା ଗା
ପା ଗା ମା ଧା ପା ଗା ମା ଧା ମା ରେ ମା ରେ ମା ପା ମା ପା ନି ପା ମା ପା ନି ପା ନି .... ।
M- ହେ ଏ ଏ ଏ ଏ ଏ ଏ ଏ ଏ ....
ଝରି ଯାଇଥିଲା ବଉଳ ରୁ ବାସ
କିଛି ଦୋଷ ତୋର କିଛି ମୋର ଦୋଷ - 2
F- ପଡ଼ିଥିଲା ଗଣ୍ଠି ଫିଟେଇଲୁ ଫାସ
ମିଶିଗଲା ଆଜି ମାଟିରେ ଆକାଶ
M- ବହିଯିବ ମଳୟ ହେ ଏ ଏ ଏ -2
କି ଖରା କି ଶୀତ,
F- ବାଟ ଚାଲୁ ଚାଲୁ ମିଳିଲା ତୋ ହାତ
M- ବାଟ ଚାଲୁ ଚାଲୁ ଧରିଲି ତୋ ହାତ
F- ଆ ଆ ହା ହା ହା
M- ହେ ହେ ହେ ହେ ହେ ହେ।
BYE BYE 2020
🙏🏻THANK YOU🙏🏻