menu-iconlogo
huatong
huatong
avatar

Hau Hau Heigala Prema

Humane sagar/Antara Chakrabortyhuatong
oceancruiserhuatong
Letra
Gravações
ହୋ-ହୋ-ଆ-ଆ

ହାଁ-ହାଁ-ହାଁ-ହାଁ

ହାଁ-ହାଁ-ହାଁ-ହାଁ-ହାଁ

ଚାହାଣିରେ କହ କି ଯାଦୁ କରିଲୁ

ମନରେ ମୋ କିଛି ହୁଏ

ମିଠା-ମିଠା ତୋର ସେ ଦୁଷ୍ଟ ନଜର

ଇସାରାରେ କିଛି କହେ

ହାଏ, ଅମାନିଆ ଏଇ ବୟସଟା ଆଜି

ଚୁପି କରି କାଇଁ ଏତେ

ତୋ ଆଖିରେ ଆଖି ମିଶିଯାଏ ଯେବେ

ଲାଜରେ ଝାଉଁଳେ ସତେ

ତୋର ମୋର ଯୋଡ଼ି ହେଲା

ନଦୀ ଆଉ ସାଗର

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ଶୀତ ସକାଳର ତୁ କାକର ବିନ୍ଦୁ

ମୋତି ପରି ଝଲସୁ ଅପସରୀଟେ ତୁ

ହଁ, ରୂପବତୀ ମୁଁ ରାଜକୁମାରୀ

ଲାଜରେ ତରଳେ ମହମ ପରି

ରାଣୀ କରି ନେବି ତୋତେ, ମୁଁ ତୋ ରାଜକୁମାର

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ପ୍ରୀତିଭରା ତୋ ମିଠା ଛୁଆଁରେ

ଶରମି ଯାଏ ମୁଁ ଧିରେ-ଧିରେ

ହୋ, ଲାଜକୁଳୀ ତୁ ମୋ ସୁନା ମଇନା

ଦେଇ ଦେ ଥରେ ତୋ ପ୍ରେମ ଠିକଣା

ବୁଝିଗଲି ଚୋରେଇଲୁ ମନକୁ ମୋର

ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

ହାଁ, ହଉ-ହଉ ହେଇ ଗଲା ପ୍ରେମ

ହଉ-ହଉ ହେଇ ଗଲା ପ୍ରେମ

Mais de Humane sagar/Antara Chakraborty

Ver todaslogo