menu-iconlogo
huatong
huatong
avatar

Aji kuaanra punei rati odia clean track female song

SB NAYAKhuatong
S⃠A⃠T⃠Y⃠A⃠🙌FOG🙌🌹SS🌹huatong
เนื้อเพลง
บันทึก
କୁମାର ପୂର୍ଣ୍ଣିମା ଉପଲକ୍ଷେ ଏହି ସୁନ୍ଦର ଗୀତ ଟି

UPLOADED BY. SATYA

କୁଆଁର ପୁନେଇ ରାତି ,, ଫୁଳ ବଉଳବେଣୀ

ଆଜି କୁଆଁର ପୁନେଇ ରାତି ,, ଫୁଳ ବଉଳବେଣୀ

ପୁନ୍ଚି ଖେଳିବା ହେଁଇକି ସାଥୀ... ଫୁଳ ବଉଳବେଣୀ

ଲଗା ଅଳତା ଲଗା କୁକୁମ କାଜଲେ ସଜା ଦୁଇ ନୟନ

ଆଲୋ ଚକା ଜହ୍ନ ଉଁଇଲାଣୀ.... ଫୁଳ ବଉଳବେଣୀ

ଆଉ କାହିଁକି କରୁଛ ଡେରି .... ପୁଳ ବଉଳବେଣୀ

ଜହ୍ନ କହୁଛି ଯିବଲ ଫେରି ... ଫୁଳ ବଉଳବେଣୀ

ଲା ଲା ଲା ...........

ହଁ ହଁ ହଁ ହଁ........

ଲା ଲା ଲା ...........

ହଁ ହଁ ହଁ ହଁ........

ଲା ଲା ଲା ...........

ହଁ ହଁ ହଁ ହଁ........

ଲା ଲା ଲା ...........

ଜହ୍ନ କୁ ଟେକିବା ଜନ୍ନି ଆଂଜୁଳି ଚଉରା ମୂଲ ରେ ହେଇକ୍ ମେଳି

ଚାନ୍ଦ ଚକଟୀକା ଚାନ୍ଦ ବସିବା

ପାଣି ରେ ଭୋଗ କୁ ଫୋଫାଡି ଦେବା

ଗେଣ୍ଡା ସାମୁକା ଗୋଡି ପଥର

ଭାଗ୍ୟ ରେ ଯାହା ଥିବ ଯାହାର

ତାକୁ ପାଣି ରୁ ଆଣିବା ଛାଣି। ,,ଫୁଳ ବଉଳବେଣୀ

ନେଇ ଚାଲ କୁ ପକେଇ ଦବା ,,ଫୁଳ ବଉଳବେଣୀ

ମନଲାଖି ବର ମାଗି ନେବା,,,,ଫୁଳ ବଉଳବେଣୀ

ଟୋକା ଜହ୍ନ ଯିଏ ପୂଜା କରିବ

କାର୍ତିକ ପରିକା ବର ପାଇବ

ପୂଜା କରିବ ଜେ ବୁଢା ଜହ୍ନ କୁ

ବୁଢା ବର ସିନା ମିଳିବ ତାକୁ

ପାଳ ଭୂତ କୁ ଡରିବା ନାହିଁ

ପାହିଲେ ରାତି ଜହ୍ନ କୁ ଚାହିଁ

ରଜା ନେଇଯିବ କରି ରାଣୀ..... ଫୁଳ ବଉଳବେଣୀ

ଆଲୋ କରମଙ୍ଗା ଗଛ ଚାଇଁ,,,, ଫୁଳ ବଉଳବେଣୀ

କେହି ବାଡୁହ ରହିବା ନାହିଁ,,,,, ଫୁଳ ବଉଳବେଣୀ

ଆଜି କୁଆଁର ପୁନେଇ ରାତି.... ଫୁଳ ବଉଳବେଣୀ

ପୁନ୍ଚି ଖେଳିବା ହେଁଇକି ସାଥୀ... ଫୁଳ ବଉଳବେଣୀ

เพิ่มเติมจาก SB NAYAK

ดูทั้งหมดlogo