menu-iconlogo
logo

Chhadiki Paribi Tate

logo
Şarkı Sözleri
🙎🏼‍♂️ :ଛାଡି...କି ପାରିବି ତତେ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି ,

ଅପେକ୍ଷା ର କାଳ..ସରୁ ସରୁ

🙎🏼:ଆଚ୍ଛନ୍ନ କରିଚି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ..

ଆଚ୍ଛନ୍ନ କରିଚି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ ...

ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ୟ ସମହରେ

🙎🏼‍♂️ :ଛାଡି...କି ପାରିବି ତତେ ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି ,

ଅପେକ୍ଷା ର କାଳ..ସରୁ ସରୁ

⚜️⚜️⚜️⚜️⚜️⚜️⚜️

🎶କରଓକେ ପ୍ରସ୍ତୁତ କରିଛନ୍ତି

👉ସତ୍ୟ ନାରାୟଣ ରାଉତ

🙎🏼:ଜୀବନ ବିବର୍ଣ୍ଣ ଯଦି, ରଙ୍ଗ ତୋର ନ ଦେଖେ ନୟନ

ବଂଚିବା ନିଷ୍ଫଳ ଯଦି, ତୋର ସ୍ମୃତି ନ ଆଣେ କମ୍ପନ...

🙎🏼‍♂️ :କେମିତି ବା ବୁଝାଇବି,ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ

ତୋ ମୋ ସଂପର୍କ କି,କଷ୍ଟପ୍ରଦ ଅବୁଝା ଗଣିତ

🙎🏼:ଆଚ୍ଛନ୍ନ କରିଚି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ

ଆଚ୍ଛନ୍ନ କରିଚି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ ....

ଆଖିରେ ଲେଖି ସପନ, ବହୁ ବର୍ଣ୍ଣ ଭବ୍ୟ ସମହରେ

🙎🏼‍♂️ :ଛାଡିକି ପାରିବି ତତେ, ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି ,ଅପେକ୍ଷା ର କାଳ ସରୁ ସରୁ ..

🎊🎊🎊🎊🎊🎊🎊

🔅ରୁମ -169393🔅

👨‍👨‍👧‍👧ମାଧବ ଫ୍ୟାମିଲ

🙎🏼‍♂️ :କହିବାର ନାହିଁ ଶକ୍ତି, ବୟସର ବୟସ୍କ ଲଗନେ

ତୁହି ମୋ ରଜନୀଗନ୍ଧା,ଭାବନାର ସୋମ୍ୟ ଉପବନେ

🙎🏼 :କରୁଣାରେ ବିଚଳିତ, ନିରିମାୟା ନିରୀହ ହୃଦୟ

ହେ ମୋର ଅବୁଝା ସାଥି ,ତୁହିଁ ମୋର ନବ ସୂର୍ଯ୍ୟଦୋୟ

🙎🏼‍♂️ :ଆଚ୍ଛନ୍ନ କରିଚି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ.

ଆଚ୍ଛନ୍ନ କରିଚି ରୂପ ଚମତ୍କାର

ଦୁର୍ଲଭ ଯାହା ସର୍ବତ୍ର ମହୀରେ ...

🙎🏼:ଆଖିରେ ଲେଖି ସପନ,

ବହୁ ବର୍ଣ୍ଣ ଭବ୍ୟ ସମହରେ

ଛାଡିକି ପାରିବି ତତୋ,

ନିଶ୍ୱାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି

ଅପେକ୍ଷା ର କାଳ ସରୁ ସରୁ

🙏🙏🙏ଧନ୍ୟବାଦ 🙏🙏🙏

Satyajit/Lopamudra, Chhadiki Paribi Tate - Sözleri ve Coverları