Song :ଛାଡ଼ିକି ପାରିବି ତତେ..
Singer :ଲୋପାମୁଦ୍ରା& Satyajit
UPLOADED BY ? ? ?
ᏦUℳᎯℛ-ᎫᎯᎽᎯℕᏆᎯ ? ? ⭐
?♂️:ଛାଢି...କି ପାରିବି ତତେ,
ନିଶ୍ୱାସ ମୋ ଛାଡିବା ଆଗରୁ..
ଉପେକ୍ଷା ପାରିବି କରି,
ଅପେକ୍ଷାର କାଳ ସରୁ ସରୁ
?♀️:ଆଛନ୍ନ କରିଛି ରୂପ,ଚମତ୍କାର
ଦୁର୍ଲଭ ଯାହା ସର୍ବତ୍ର ମହୀରେ..
ଆଛନ୍ନ କରିଛି ରୂପ ଚମତ୍କାର,
ଦୁର୍ଲଭ ଯାହା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ଯ ସମାହାରେ
?♂️:ଛାଡି କି...ପାରିବି ତତେ,
ନିଶ୍ବାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି,ଅପେକ୍ଷାର କାଳ ସରୁ ସରୁ
? ????????
LYRICS BYରିକ୍ୱେଷ୍ଟ BY biswajit
☁ ?❄️?❄️?????
?♀️:ଜୀବନ ବିବର୍ଣ୍ଣ ଯଦି,..
ରଙ୍ଗ ତୋର ନ ଦେଖେ ନୟନ
ବଞ୍ଚିବା ନିଷ୍ଫଳ ଯଦି,
ତୋର ସ୍ମୂତି ନ ଆଣେ କମ୍ପନ....
?♂️:କେମିତି ବା ବୁଝାଇବି, ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ
ତୋ ମୋ ସମ୍ପର୍କ କି,କଷ୍ଟପ୍ରଦ ଅବୁଝା ଗଣିତ
?♀️:ଆଛନ୍ନ କରିଛି ରୂପ ଚମତ୍କାର,
ଦୁର୍ଲଭ ଯାହା ସର୍ବତ୍ର ମହୀରେ
ଆଛନ୍ନ କରିଛି ରୂପ ଚମତ୍କାର,
ଦୁର୍ଲଭ ଯାହା ସର୍ବତ୍ର ମହୀରେ....
ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ଯ ସମାହାରରେ..
?♂️:ଛାଡି କି...ପାରିବି ତତେ,
ନିଶ୍ବାସ ମୋ ଛାଡିବା ଅାଗରୁ
ଉପେକ୍ଷା ପାରିବି କରି,
ଅପେକ୍ଷାର କାଳ ସରୁ ସରୁ
?⚜️?⚜️?⚜️?⚜️?
sri ram musical ID (sipun raj)
? ? ? ? ? ? ?
?♂️:କହିବାର ନାହିଁ ଶକ୍ତି,
ବୟସର ବୟସ୍କ ଲଗନେ
ତୁହିମୋ ରଜନୀଗନ୍ଧା, ଭାବନାର ସୌମ୍ୟ ଉପବନେ
?♀️:କରୁଣାରେ ବିଚଳିତ,ନିରିମାୟା ନିରୀହ ହୂଦୟା
ହେ ମୋର ଅବୁଝା ସାଥୀ,
ତୁହି ମୋର ନବ ସୂର୍ଯ୍ଯୋଦୟ
?♂️:ଆଛନ୍ନ କରିଛି ରୂପ ଚମତ୍କାର,
ଦୁର୍ଲଭ ଯାହା ସର୍ବତ୍ର ମହୀରେ
ଆଛନ୍ନ କରିଛି ରୂପ ଚମତ୍କାର,
ଦୁର୍ଲଭ ଯାହା ସର୍ବତ୍ର ମହୀରେ....
?♀️:ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ଯ ସମାହାରେ
ଛାଡି କି...ପାରିବି ତତେ,
ନିଶ୍ବାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି,
ଅପେକ୍ଷାର କାଳ ସରୁ ସରୁ..
??ଧନ୍ୟବାଦ??