menu-iconlogo
huatong
huatong
avatar

Micha duniare gotie sata odia bhajan

Bhikari Balhuatong
PRASANT-HAL-ODISHAhuatong
بول
ریکارڈنگز
ମିଛ ଦୁନିଆରେ ଗୋଟିଏ ସତ--୨

ଜଗନ୍ନାଥ ସେ ମୋ ଜଗନ୍ନାଥ--୨

ତାରିପାରେ ସେହି ମାରିପାରେ ସେହି--୨ ଗୋଟିଏ ହାତ

ଜଗନ୍ନାଥ ସେ ମୋ ଜଗନ୍ନାଥ--୨

ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା

ପଢ଼ି ପଢ଼ି ଭାଗବତ ସରେନା ଯା କଥା

ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା

ପଢ଼ି ପଢ଼ି ଭାଗବତ ସରେନା ଯା କଥା

ଭଜନ ଜଣାଣ ପୁଣି ପୋଥି କି ପୁରାଣ

ସବୁ ଠାରେ ବିଜେ ସେହି ପ୍ରଭୁ ନାରାୟଣ--୨

ପତିତ ଉଧାର ପାଇଁ ଉଡ଼େ ଯା ନେତ

ଜଗନ୍ନାଥ ସେ ମୋ ଜଗନ୍ନାଥ--୨

ସେହି ଏକା କହିଥିଲା କୁରୁଖେତ୍ରେ ଗୀତା

ସେହି ଏକା ବରଜିଲା ସତୀ ମାତା ସୀତା

ସେହି ଏକା କହିଥିଲା କୁରୁଖେତ୍ରେ ଗୀତା

ସେହି ଏକା ବରଜିଲା ସତୀ ମାତା ସୀତା

ସେହି ଏକା ସହିଥିଲା ବ୍ରାହ୍ମଣ ଗୋଇଠା

ସେହି ଏକା ଖାଇଥିଲା ଶବରି ଅଇଁଠା--୨

ଯାହାର ଇଛାରେ ଚାଲେ ସାରା ଜଗତ

ଜଗନ୍ନାଥ ସେ ମୋ ଜଗନ୍ନାଥ--୨

ମିଛ ଦୁନିଆରେ ଗୋଟିଏ ସତ--୨

ଜଗନ୍ନାଥ ସେ ମୋ ଜଗନ୍ନାଥ--୨

ତାରିପାରେ ସେହି ମାରିପାରେ ସେହି--୨ ଗୋଟିଏ ହାତ

ଜଗନ୍ନାଥ ସେ ମୋ ଜଗନ୍ନାଥ--୨

ମିଛ ଦୁନିଆରେ ଗୋଟିଏ ସତ--୨

ଜଗନ୍ନାଥ ସେ ମୋ ଜଗନ୍ନାଥ--୩

Bhikari Bal کے مزید گانے

تمام دیکھیںlogo
Micha duniare gotie sata odia bhajan بذریعہ Bhikari Bal - بول اور کور