menu-iconlogo
huatong
huatong
sabisesh-mishradiptirekha-padhi-mo-bhai-ta-sie-hq-clean-track-cover-image

Mo bhai ta sie (hq clean track)

Sabisesh Mishra/Diptirekha Padhihuatong
↪️🎻🇲uktikanta🎻↩️huatong
بول
ریکارڈنگز
ପୁ】ଜହ୍ନ ତାରା ଫୁଲ ପରି -2

ସବୁ ମିଶିଗଲା ପରେ ହେଲା ଯିଏ...

ଝି】ସେ କିଏ....

ପୁ】ମୋ ଭଉଣୀ ସିଏ, ମୋ ଭଉଣୀ ସିଏ -2

ଝି】ସୁନା ରୁପା ହୀରା ନିଳା -2

ସବୁ ମିସିଗଲା ପରେ ହେଲା ଯିଏ...

ପୁ】ସେ କିଏ.....

ଝି】ମୋ ଭାଇ ତ ସିଏ, ମୋ ଭାଇ ତ ସିଏ -2

ପୁ】ଦୂର ଆକାଶରେ ପକ୍ଷୀ ଉଡୁଥାଏ

ଝଡ଼ିଦେଇ ତାର ଦୁଇଟି ଡେଣା..

ଝି】ସେଇ ଦୁଇ ଡେଣା ଆମେ ଦୁହେଁ ସିନା

ଗୋଟେ ଆମ ଘର ଗୋଟେ ଅଗଣା...

ପୁ】ଘର ଅଗଣାରେ ଯାହା ପାଦ ଚିହ୍ନ..

ଲକ୍ଷ୍ମୀ ପାଦ ହେଇ ପଢୁଥାଏ...

ଝି】ସେ କିଏ.....

ପୁ】ମୋ ଭଉଣୀ ସିଏ, ମୋ ଭଉଣୀ ସିଏ -2

ଝି】ଗୋଟେ ଆଖି ଯେବେ ସପନ ଦେଖଇ..

ଆଉ ଗୋଟେ ଆଖି ଦେଖେ ସପନ...

ପୁ】ସେଇ ଦୁଇ ଆଖି ଆମେ ଦୁଇ ଜଣ

ଗୋଟେ ଆମ ଦେହ ଗୋଟେ ଜୀବନ...

ଝି】ଏଇ ଜୀବନକୁ ହସରେ ଖୁସିରେ

ସବୁବେଳେ ଜିଇଁ ଭରିଦିଏ....

ପୁ】ସେ କିଏ.....

ଝ】ମୋ ଭାଇ ତ ସିଏ, ମୋ ଭାଇ ତ ସିଏ -2

ପୁ】ମୋ ଭଉଣୀ ସିଏ, ମୋ ଭଉଣୀ ସିଏ...

ଝି】ହୁଁ.. ହୁଁ.. ହୁଁ.. ହୁଁ.. ହୁଁ.. ହୁଁ.....

ହୁଁ.. ହୁଁ.. ହୁଁ.. ହୁଁ..ହୁଁ..ହୁଁ.....

Sabisesh Mishra/Diptirekha Padhi کے مزید گانے

تمام دیکھیںlogo